ଟାଙ୍ଗିଆ ଓ ଭୁଜାଳିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ର ସୁନାଗହଣା ଲୁଟ

ଟାଙ୍ଗିଆ ଓ ଭୁଜାଳିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ର ସୁନାଗହଣା ଲୁଟିନେଲେ ଦୁର୍ବତ ।ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗ୍ରାମର ସୁଦାମ ଚରଣ ସାହୁ ଦୀର୍ଘଦିନ ଧରି ସାରଡାଙ୍ଗ ବଜାରରେ ଶମ୍ଭୁନାଥ ନାଁ ରେ ଏକ ଜୁଏଲାରୀ ଦୋକାନ କରିଥିଲେ ।ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଅଳିପୁର ପାଇକାଳ ପୁର ରାସ୍ତାରେ 4 ରୁ ଅଧିକ ଦୁର୍ବତ ସୁଦାମ ଙ୍କର ଗାଡି କୁ ଅଟକାଇ ଟାଙ୍ଗିଆ ଓ ଭୁଜାଲି ରେ ଆକ୍ରମଣ କରିଥିଲେ ।ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସୁଦାମ ଚିତ୍କାର କରୁଥିଲା ଦୁର୍ବତ ମାନେ ଡ଼ିକି ଭାଙ୍ଗି 2ଲକ୍ଷ ଟଙ୍କାର ରୁ ଅଧିକ ଗହଣା ଲୁଟି ଫେରାର ହୋଇଯାଇଥିଲେ ।ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ର ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପଟେ ଆକ୍ରମଣ ସୁଦାମ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here