ରାଉରକେଲାରେ କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସର୍ଗତ ଲାଲ ବାହାଦୁର ଶାସ୍ତ୍ରୀ୍କ ଜୟନ୍ତୀ ପାଳନ କରାଯାଇଥିଲା

ରାଉରକେଲା – ଆଜି ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସର୍ଗତ ଲାଲ ବାହାଦୁର ଶାସ୍ତ୍ରୀ୍କ ଜୟନ୍ତୀ ମହା ସମାହାରରେ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରବି ରାୟଙ୍କ ନେତୃତ୍ୱରେ ପାନପୋଷ ଛକରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପପାଲୀୟ ଦେଇ ଜାତିର ଜଣକଙ୍କୁ ସଂମାନ ପ୍ରଦଶନ କରାଯାଇଥିଲା । ତାପରେ ସିଭିଲ township ଠାରେ ଥିବା ସର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପପାଲୀୟ ଦେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସଂମାନ ଜଣାଯାଇଥିଲା । ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଇଥିଲା । ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ରବି ରାୟଙ୍କ ସମେତ ଜିଲ୍ଲା କଂଗ୍ରେସର ଉପ ସଭାପତି ଅଜିତ ସାମଲ ହରିୟମ ସିଂ, ରଶ୍ମି ପାଢ଼ୀ, ବନବାଲି ବିଶୋଇ, ମହିଳା କଂଗ୍ରେସର ସଭାନେତ୍ରୀ ଲତା ନାୟକ , ଗୀତା ସିଂ , ପ୍ରମୁଖ ଯୋଗ ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here