ବିଜେପି ଓ ସ୍ଥାନୀୟ ବାସିନ୍ଦା ମିଳିତ ଉଦ୍ୟମରେ ରାସ୍ତା ମରାମତି

ରାଉରକେଲା ସହରର କୋଏଲ ନଗର ab ଛକ ସମ୍ମୁଖର ବିଭିନ୍ନ ରାସ୍ତା ଗୁଡିକ ଦୁରାବସ୍ଥା ହୋଇ ଅନେକ ଦିନରୁ ଲୋକମାନଙ୍କ ଯାତାୟାତ କରିବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ , ଏନେଇ ପ୍ରଶାସନ ନିକଟରେ ବହୁ ଦିନରୁ ରାସ୍ତା ମରାମତି ସମସ୍ୟା ନେଇ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୁରସିୟା କାର୍ଯ୍ୟ ନ ହୋଇଥିବାରୁ ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ବିଜେପି ଯୁବ ମୋର୍ଚ୍ଚା ଓ ସ୍ଥାନୀୟ ବାସିନ୍ଦା ମାନଙ୍କ ମିଳିତ ଉଦ୍ୟମରେ ଅନେକ କର୍ମକର୍ତ୍ତାମାନେ ସହ ବହୁ ସ୍ଥାନୀୟ ବାସିନ୍ଦାମାନେ ଏଭଳି ଏକ ନିଆରା ପ୍ରୟାସ କରି  ପ୍ରତିବାଦ କରି ରାସ୍ତାର ମରାମତି କାର୍ଯ୍ୟ କରୁଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here