ଜିଲ୍ଲା କଂଗ୍ରେସ ପକ୍ଷରୁ 10 ଦଫା ଦାବି ପତ୍ର

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାମୋହି ରାଜ୍ୟପାଳଙ୍କୁ 10 ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି, ଜିଲ୍ଲାପାଳ  ଜରିଆରେ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି, କୃଷି ବିଲ ତୁରନ୍ତ  ପ୍ରତ୍ୟାହାର କରାଯାଉ ଓ  ଛୋଟ ଛୋଟ ଚାଷୀ ମାନେ କିପରି ଲେମ୍ପ ଓ କୋପରେଟିବେ  ଜରିଆ କିପରି ଧାନ ବିକ୍ରି କରିପାରିବେ ସରକାର  ଚିନ୍ତା କରନ୍ତୁ, ସେଭଳି ବିଭିନ୍ନ ଦାବୀ  ଚିଠି ରେ ଉଲେଖ କରାଯାଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଏହି ଆନ୍ଦୋଳନ ଆରମ୍ଭ ହେଇଛି ।କୃଷି ବିଲ ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ବଡ଼ ଧରଣର କରାଯିବ ବୋଲି ନବରଙ୍ଗପୁର କଂଗ୍ରେସ ପକ୍ଷରୁ ସୂଚନା ମିଳିଛି,                                                                                     

କୋଭିଡି  ପରି ଘଡି ସନ୍ଧି ମୁହୂର୍ତ୍ତରେ ନାମକୁ ମାତ୍ର ଚାଷୀଙ୍କ ଉତ୍ପାଦିତ ଫସଲକୁ ଦଲାଲ ହାତରେ ନ୍ୟସ୍ତ କରି କେନ୍ଦ୍ର ସରକାର କୃଷି ମାରଣ ନୀତିକୁ ବିଲ ପାସ କରିଥିବା ଅଭିଯୋଗ କରିଛନ୍ତି  l ଗରିବ ଚାଷୀ ମାନେ ସରକାରଙ୍କ ଭୁଲ ନିସ୍ଵତୀ ପାଇଁ ଶୋଷଣର ଶିକାର ହେବା ନିଶ୍ଚିତ ହୋଇ ପଡିଛି l ତେଣୁ ତୁରନ୍ତ କୃଷି ବିଲକୁ ପ୍ରତାହାର  କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦଳ ଦାବି କରିଛନ୍ତି,

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here