ଉଦୀୟମାନ ସ୍ଵେଚ୍ଛାସେବୀ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା

ବଡଚଣା: ଆଜି ଉଦୀୟମାନ ସେଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମହାମାନବ ପୂଜ୍ୟ ବାପୁଜୀଂକ ୧୫୧ ତମ ଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୭୦ ତମ ଜୟନ୍ତୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି.।

ଉକ୍ତ ଉତ୍ସବରେ ଯୋଗ ଦାନ କରିଥିଲେ ବଡଚଣାର ଗାନ୍ଧୀ ପ୍ରାକ୍ତନ ସରପଂଚ ନରୋତ୍ତମ ଶତପଥୀ  ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲାଲବିହାରି ଜେନା ଅଜିତ ପ୍ରଶାଦ ମିଶ୍ର  ଅଧ୍ୟାପକ ପଦ୍ମ ନାଭ ପଣ୍ଡା ଡକ୍ଟର ଦିଲ୍ଲୀପ କୁମାର ନାୟକ ଆଇନଜୀବୀ ଦେବରାଜ ବେହେରା  ସାମାଜିକ କର୍ମୀ ପ୍ରଦିପ କୁମାର ଧଳ  ସମାଜ ସେବୀ ଚନ୍ଦନ କୁମାର ନାୟକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବପ୍ରସାଦ ମଲ୍ଲ ବିର କିଶୋର ପଣ୍ଡା ପୁରୋସ୍ତମ ପ୍ରଧାନ ପ୍ରମୁଖ ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କଲେ ସମାଜରେ ହିଂସା ଦୋଷ ପରସିକାତରତା ଦୁଇ ହୋଇ ପାରିବା ସହିତ ନୂଆ ଏକ ସୂର୍ଯ୍ୟ ଆଲୋକ ଦେଖିବା ଏବଂ ରାମରାଜ୍ୟର ପରିକଳ୍ପନା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ.।

ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଅନନ୍ତ ପ୍ରସାଦ ମାହାଲା ପଣ୍ଡିତ ହିମାଂଶୁ ଶେଖର ପଣ୍ଡା  ଶିକ୍ଷକ ସଙ୍କର୍ଷଣ ପରିଡା ସାମ୍ବାଦିକ ଦିଗାମ୍ବର ମହାପାତ୍ର ବିଭୁପ୍ରସାଦ ବାରିକ  ଅନୁଷ୍ଠାନର କର୍ମକର୍ତ୍ତା ଡ କୈବଲ୍ୟ ମହାପାତ୍ର ଇଂଜିନିୟର ଶକ୍ତିକାନ୍ତ ସାମଲ  ତାପସ ରଞ୍ଜନ ସ୍ଵାଇଁ ସାଗର ରଞ୍ଜନ ନାୟକ ଚନ୍ଦନ କୁମାର ପଣ୍ଡା  ସଭାପତି ଅବିନାଶ ଜେନାଙ୍କ ସମେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here