ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ ଓ ଫଳବଣ୍ଟନ କାର୍ଯ୍ୟକ୍ରମ

ଘଟଗାଁ:ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଘଟଗାଁ ବ୍ଳକ ମୁକୁନ୍ଦପୁରପାଟଣା ପଂଚାୟତ ପକ୍ଷରୁ ସଫେଇ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକୁନ୍ଦପୁରପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ସମେତ ପଂଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଓ ବସଷ୍ଟାଣ୍ଡ ଠାରେ ସଫେଇ କରିଥିଲେ। ପରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆମ ଦେଶ ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ କରିଥିବା ତ୍ୟାଗ ସଦାସର୍ବଦା ସମସ୍ତ ମନରେ ରହିଛି। ତାଙ୍କୁ ମନେପକାଇବା ପାଇଁ ଆଜିର  ଏହି କାର୍ଯ୍ୟକ୍ରମ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି।

କୁଳମଣି ନାଏକ, Odisha no 1    ଘଟଗାଁ,କେନ୍ଦୁଝର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here