ବିଜେଡି ପକ୍ଷରୁ ରକ୍ତଦ।ନ ଶିବିର ପଦଯାତ୍ରା ଶୁଭଆରମ୍ବ | ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁଜନତା ଦଳ ପକ୍ଷରୁ ପଦଯାତ୍ରା ଶୁଭାରମ୍ବ ହେ।ଇଯାଇଛି ।

ବାଇଟ- ବିଧାୟକ ପ୍ରଶାନ୍ତ ମୁଦୁଲି

ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ଏକତା ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଯେ।ଜନା ବେ।ଡର ଅଧ୍ଯକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ନାଉଗାଁ ବ୍ଲକ ଫଚାୟତ ସମିତି ଅଧ୍ଯକ୍ଷ  ଜଗନ୍ନାଥ ଦାସ, ଜିଲ୍ଲା  କୃଷକ ମୋର୍ଚ୍ଚା ମଞ୍ଚର ସଭାପତି ପ୍ରକାଶ ବସ୍ତିଆ, ନଗର ଉନ୍ନୟନ ସଭାପତି ପ୍ରିୟ ବ୍ରତ ମହାପାତ୍ର ,ନାଉଗାଁ ବ୍ଲକ ବିଜେଡ଼ି ସଭାପତି ସୁଜିତ୍ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଆଇନଜୀବୀ ଓ ସମାଜସେବୀ ସରେ।ଜ କୁମାର ବିଶ୍ବାଳ, ସମାଜସେବୀ ରତି ରଂଞ୍ଜନ  ବେହେରା ,ପ୍ରମୁଖ ଯୋଗଦେଇ ଉକ୍ତ ପଦଯାତ୍ରା ଓ ରକ୍ତ ଦାନ ଶିବିର କୁ  ଯୁବକ ମାନଙ୍କୁ ପ୍ରୋଚାହିତ କରିବା ସହିତ ଉକ୍ତ କ୍ଲବ ର ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ ।ବିଧାୟକ

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ  ରିପେ।ଟ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here