କଂଗ୍ରେସ ଦ୍ୱାରା ଆମ୍ବେଦକର ଛକ ନିକଟରେ ମୋଦିଙ୍କ ବିରୋଧରେ ବିକ୍ଷୋଭ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରେ କଂଗ୍ରେସ ପାର୍ଟି ଦ୍ୱାରା ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏଥିରେ ପୁର୍ବତନ ବିଧାୟକ କୈଳାସ କୁଲେସିକାଙ୍କ ସହିତ କଂଗ୍ରେସ କର୍ମୀଙ୍କ ମିଳିତ ଭାବେ ଲକ୍ଷ୍ମୀପୁର ଆମ୍ବେଦକର ଛକ ନିକଟରେ ୟୁପିସରକାର ଯୋଗୀ ଆଦିତ୍ୟ ନାଥ ଓ ନରେନ୍ଦ୍ର ମୋଦୀଙ୍କର କ୍ରୂଶ ପୁତୋଳି ଦାହ କରିଥିଲେ।ଏହି ଆନ୍ଦୋଳନ ୟୁପି ସରକାର ବିରଧରେ ଆନ୍ଦୋଳନକରିଥିଲେ।ଏହି ଆନ୍ଦୋଳନ ମୁଖ୍ୟ ଉଦ୍ଧେଶ୍ୟ ୟୁପିରେ ଗୋଟିଏ ଦଳିତ ଝିଅକୁ ଧର୍ଷଣ କରି ଆଜି ପର୍ଯ୍ୟନ୍ତ ଦୋଷୀକୁ ଧରା ଯାଇନଥିବା ଏବଂ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ।AISS ସଭାପତି ରାହୁଲ ଗାନ୍ଧୀ ଧର୍ଷଣ ହୋଇଥିବା ପୀଡିତା ପରିବାରଙ୍କୁ ମିଶିବାକୁ ୟୁପି ପୋଲିସ ଗୁଣ୍ଡା ଗିରି କରି ଫିଲିଡ଼ ଧରି ଧୋକା ମାରିକି ସେ ସ୍ଥାନକୁ ଯିବାକୁମନା କରି ଥିଲେ ।ତାହାର ପ୍ରତିବାଦରେ ଯୋଗୀ ଓ ମୋଦିଙ୍କର କୁଶ ପୁତୋଳି ଦାହ କରିଥିଲେ ।ଯଦି ଏହି ବିଜେପି ସରକାର ଦଳିତ ଧର୍ଷଣ ନୀତିକୁ ନ ଦୂରତା ହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ଚାଲିବ ବୋଲି ପୂର୍ବ ତନ ବିଧାୟକ କୈଲାସ କୁଲେସିକା  କହିଛନ୍ତି ।ତାହା ସହ କୋରାପୁଟରେ ମଧ୍ୟ  ମୋଦିଙ୍କ ବିରୋଧରେ ଆନ୍ଦୋଳନ କରିବାର ଦେଖିବାକୁ ମିଳିଥିଲା।

ତପନ ହିଆଲ, କୋରାପୁଟ Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here