ଦଶମନ୍ତପୁରରେ ଜନ ସାଧାରଣ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଗାନ୍ଧୀ ଜନ୍ମଜୟନ୍ତୀ ପାଳନ ଅନୁଷ୍ଠିତ

କୋରାପୁଟ   ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗାନ୍ଧିଜୟନ୍ତୀପାଳିତ, ଆଜି ଅକ୍ଟୋବର ମାସ ଦୁଇ ତାରିଖ ବାପୁଜୀଙ୍କ ଜନ୍ମ ଦିବସ,ତେବେ ଆଜି ସବୁଆଡେ ଗାନ୍ଧିଜୟନ୍ତୀ ପାଳନହୋଇ ଯାଇଛି,କୋରାପୁଟଜିଲ୍ଲା ଦଶମନ୍ତପୁର ମହକୁମା ଠାରେ ଜନସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧୀ ଜନ୍ମଜୟନ୍ତୀ  ପାଳନ ହୋଇଯାଇଛି। ଏହି ଗାନ୍ଧି ଜୟନ୍ତୀ ଅବସରରେ କୋରନା କଟକଣା ଭିତରେ ବାପୁଜିଙ୍କ ମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟାର୍ପଣ କରିବା ବାପୁଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଶୃତିଆଚରଣକୁ  ପ୍ରକାଶ କରାଯାଇଥିଲା  । ତେବେ ଆଜି ଏହି ଅବସରରେ ଜନ ସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷର ଦଶମନ୍ତପୁରବ୍ଳକର ଆବାହକ କୁମର ଜାନୀଙ୍କ ସଭାପତିତ୍ବରେ ଆୟୋଜନ କରି,ଏଠାରେ ଉପସ୍ଥିତ ଥିଲେ  ଦଶମନ୍ତପୁର ବ୍ଳକର ବରିଷ୍ଠ ନେତା ମହୋନ ପାତ୍ର ହିଆଲ ଏବଂ ସହଯୋଗ କରିଥିଲେ  ଅନିରୋଧ ଦୋଳାଇ, ଭାଗିରଥି ମାଝୀ। ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ କୁ ପରି ସମାପ୍ତି କରା ଯାଇଥିଲା।

ତପନ ହିଆଲ, କୋରାପୁଟ Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here