ପୈ।ରାଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିବ ଷ୍ଟ୍ରିଟ ଲାଇଟ

ବହୁପ୍ରତିକ୍ଷିତ ଗ୍ରୀନ ଫିଲ୍ଡ ଷ୍ଟ୍ରିଟ ଲାଇଟ ପ୍ରୋଜେକ୍ଟ ରେ ଆଲୋକିତ ହେବ ରାଜଗାଙ୍ଗପୁର ପୈ।ରାଞ୍ଚଳ ।ମହାଦେବ ଘୋଘର ବାବାଙ୍କର ଘୋଘର ରାସ୍ତାରୁ ଏହି କାମ ଆରମ୍ଭ କରାଗଲା । ଲାଇଟ ନ ଥିବା ଅଞ୍ଚଳର ମାଆ ମାନେ ଭାରି ଖୁସି  ।ପ୍ରଥମ ପର୍ଯ୍ୟାୟରେ ବଗିଚାପଡା , ସିଙ୍ଗାପଡା,ବାଣ୍ଠୁପଡା ,ତିଲେଇ ମୁଣ୍ଡା, ନୂଆଗାଁ, ବାରୁପଡା, ଘୋଘର ରୋଡ କୁମାରକେଲା, ମନ୍ଦିରିଆ ,ରାଣୀବନ୍ଧ ଠାରୁ ମାଟିଗେଟ ,ହିଂଜାଟୋଲି ପର୍ଯ୍ୟନ୍ତ ୭୧୨ ଟି ଷ୍ଟ୍ରିଟ ଲାଇଟ ସହରର ବିଭିନ୍ନ ସ୍ଥାନରେ ଲଗାଯିବ । ଧନ୍ୟବାଦ ଜଣାଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ୨୦୧୮ ମସିହାରେ ଏହି ଯୋଜନାରେ ଆମ ସହର କୁ ସାମିଲ କରିଥିବାରୁ  । ପୂର୍ବ ପରିଷଦ ର ସମସ୍ତ ମେମ୍ବର, ପୂର୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟ ଯିଏ ଗତ ୧୫ ତାରିଖରେ ଏହି କାର୍ଯ୍ୟ ଶୁଭାରମ୍ଭ କରିଥିଲେ ଓ ବର୍ତ୍ତମାନ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିୟୁସ ଲୋହାର ଯିଏ ଏହି କାମ କୁ ଆଗେଇ ନେଉଛନ୍ତି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here