ପୁରୀ ଛତୁଆ ଦୁର୍ନୀତି ଘଟ୍ଟଣା ପାଇଁ ମାନବାଧିକାର ଓ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ଏକ ମାମଲା ଦାୟର କଲେ ସଚେତନ ନାଗରିକ ମଞ୍ଚର ମୂଖ୍ୟ ଆଡଭୋକେଟ୍ ପ୍ରସନ ଦାସ

ପୁରୀ ଛତୁଆ ଦୂର୍ନିତୀ ssg ଗ୍ରୁପକୁ ଧରି ପୁରୀର cdpo, bswa ଏବଂ ପୁରୀ ଜିଲ୍ଳାର ସମସ୍ତ ଛତୁଆ ଗ୍ରୁପକୁକଣ୍ଟ୍ରୋଲ୍ କରୁଥିବା ପୁରୀ cdpo ଅଫିସିର କିରାଣୀ ଶ୍ରୀକୃଷ୍ଣ ଜେନାଙ୍କ ବହୁ ପ୍ରମାଣ ସହିତ ଆମ ଚ୍ୟାନେଲ ମଧ୍ୟମରେ ବଜାଇବା ପରେ ଏବଂ ତାଙ୍କର ବିଭିନ୍ନ ssg ଗୃଫୁକୁ ପିସି କାରବାର ଚାଲିଥିବାର ଏବଂ ଫୋନକରି କହିବା ଓ କାହାକୁ କେତେ ଟଙ୍କାଦେବା ଏବଂ ମୋର ପୁରୀ ଜିଲ୍ଲାପାଳ, ବିଧାୟକ ଏବଂ ମନ୍ତ୍ରୀ ଟୁକୁନି ସାହୁ କିମ୍ବା କେହିକଛି କରିପାରିବେ ନାହିଁ ଏବଂ ମୁଁ ସମସ୍ତଙ୍କୁ କିଛି କିଛି ଟଙ୍କା ବା ଲାଞ୍ଚ ଦେଇ ହାତରେ ରଖିଛି ଭଳି ସଂଗୀନ ଓ ସଂଗୀନ ମୂଳକ ଅଭିଯୋଗ ଏବଂ ଅଡିଓ ଓ ଭିଡିଓ ପ୍ରଭୃର୍ତିର ରେକେଡ୍ ସହିତ୍ ଟିଭିରେ ବାଜିଇବା ପରେ ଉକ୍ତ କିରାଣୀ ବାବୁଙ୍କ ପ୍ରମୋସନ୍ ହେଉପଛେ କନ୍ଦମାଳକୁ ବଦଳୀ ହୋଇଥିଲା କିନ୍ତୁ ପୁରୀ ପ୍ରଶାସନର କିଛି ବଡ ବଡ ବାବୁ ମାନଙ୍କୁ ଧରି ଏହି ସିଟି ନଛାଡିବା ସହିତ dsawର କିରାଣୀ ସିଟ୍ ଟାକୁ ମଧ୍ୟ ଅକକ୍ତିଆର କରୁଛନ୍ତି ଏହି ଦୃର୍ନିତୀ କ୍ଷୋର ବାବୁ ଜଣକ । କାରଣ ଏ ବାବୁଙ୍କ କହିବା କଥା ହେଲା ଯେ-ଏହା ଏକ ଲାଭଜନକ ବେପାର । ଏକଥା ଛାଡନ୍ତୁ ପୁରୀ ଜୟ ଜଗନ୍ନାଥ ଛତୁଆ ଗ୍ରୁପର ଜଣେ ସାଧାରଣ କର୍ମଚାରୀଙ୍କ ଖାତକୁ ଲକ୍ଷ ଲକ୍ଷ ଟଙ୍କା ଆସିଲା କୁଆଡୁ ଏବଂ ଉକ୍ତ ଖାତାକୁ ଗଲା କିପରି ଏତେ ଗୁଡିଏ ଟଙ୍କା  । ତାହା ତ ଆମେ ପ୍ରମାଣ ସହିତ ଆମ ଚ୍ୟାନେଲ ମଧ୍ୟମରେ ଦେଖାଇବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏହି ବାବୁଙ୍କ ଦୋଷକୁ କାହିଁକି ଆଉ କାହା ଚାପରେ ଘଣ୍ଟ ଘୋଡାଇବା ସହିତ ତାଙ୍କର ସମସ୍ତ ଦୋଷକୁ ଲାଲି ଫିତା ତଳେ ଚପି ଦେବାକୁ ଚଷ୍ଟା କରୁଥିବାରୁ ଆଜି ପୁରୀ ସଚେତନ ନାଗରିକ ମଞ୍ଚ ମାନବ ଅଧିକର ଏବଂ ଭୂବନେଶ୍ବର ଭିଜିଲାନସ୍ ମୂଖ୍ୟ ଅଫିସରେ ସମ୍ପୂର୍ଣ୍ଣ ତଥ୍ୟ ସହିତ ଏହାର ସଠିକ୍ ତଦନ୍ତକରି ଦୋଷୀ ବିରୋଧରେ ଆଇନ ଗତ କଡା କାର୍ଯ୍ୟାନୁଷ୍ଠାନ ପାଇଁ  ସାଧାରଣରେ ଦାବି କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

ପୁରୀରୁ ଆମ ଚିଫ୍ ବ୍ୟୁରୋଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here