ବ୍ରାହ୍ମଣୀ ନଦୀରେ ବୁଡ଼ି ପୁନଶ୍ଚ ଦୁଇ ଯୁବକଙ୍କ ସଲୀଳ ସମାଧି

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ବିରତୋଳା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ବୋଲି ଜଣାପଡିଛି ।

ବ୍ରାହ୍ମଣୀ ନଦୀରେ ପୁଣି ଦୁଇଜଣଙ୍କ ସଲୀଳ ସମାଧି। ରାଉରକେଲାରୁ ଭୋଜି କରିବାକୁ ଆସି ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ନିକଟରେ ବୁଡ଼ିଗଲେ ଦୁଇ ଯୁବକ। ଦୁଇ ଯୁବକ ବାସନ୍ତୀ କଲୋନୀ ର ପ୍ରସନ୍ନ ସାହୁ ଓ ଆୟାନ ବାଗ। ପୋଲିଶ ଓ ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା  ମୃତଦେହ ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବା ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here