ନ୍ୟାୟ ନ ମିଳିବାରୁ ,ନାଉଗାଁ ସମ୍ମୁଖରେ ଧାରଣା |


ମନୋରମା ସ୍ୱାଇଁ

ସୁଜିତ୍ ମଲ୍ଲିକ ସମାଜସେବୀ

ନାଉଗାଁ ଥାନା ଅନ୍ତର୍ଗତ ସଂସାଇଲୋ ଗ୍ରାମର ମନୋରମା ସ୍ୱାଇଁ ଜମିବାଡ଼ି ସମ୍ପର୍କିତ ଘଟଣାକୁ କେନ୍ଦ୍ର କରି  ପଡୋଶୀ ଶଙ୍କର୍ଷଣ ସ୍ୱାଇଁ ଓ ତାଙ୍କ ଦୁଇପୁଅ ତାଙ୍କୁ ଓ ତାଙ୍କ ସ୍ଵାମୀ ଏବଂ ପୁଅ କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଯାହା ଫଳରେ ମନୋରମାଙ୍କ ପୁରା ପରିବାରକୁ ଗୁରୁତ୍ବ ଅବସ୍ଥାରେ ମେଡିକାଲ୍ ରେ ଭର୍ତି ହେବାକୁ ପଡ଼ିଥିଲା। ଯାହାକୁ ନେଇ ମନୋରମା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଏହାର ସଠିକ୍ ତଦନ୍ତ  କରିବା ସହିତ  ସଂପୃକ୍ତ ବ୍ୟକ୍ତି ମାନଙ୍କ ନାମରେ କେସଂ କରିଥିଲେ ।ଯାହା ଫଳରେ ସଂପୃକ୍ତ ବ୍ୟକ୍ତିମାନେ  ମନୋରମାଙ୍କ ପରିବାରକୁ ଆକ୍ରମଣ କରିଥିଲେ କିନ୍ତୁ ନ୍ଯାୟ  ମିଳୁନି ବେ।ଲି  ଥାନା ସମ୍ମୁଖରେ  ନ୍ୟାୟ ପାଇବା ପାଇଁ ଧାରଣା ଦେଇଛନ୍ତି । ଉଭୟ ଙ୍କର କେସଂ କରାଯାଇଛି । ତୁରନ୍ତ ତଦନ୍ତ କରିବା ସହିତ ଦେ।ଷୀଙ୍କ ବିରେ।ଧରେ ଦୃଢ ପଦକ୍ଷେପ ନିଆଯିବ ବେ।ଲି ଥାନା ଅଧିକାରୀ ଭରତ  ଚଦ୍ର ବେହେରା ପ୍ରକାଶ କରିଛନ୍ତି । ପରିବାର ନାଉଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି।                

ଜଗତସିଂହପୁର ଜିଲ୍ଲା ରୁ ପ୍ରଫୁଲ କୁମାର ସାହୁ ଙ୍କ ରିପେ।ଟ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here