ବିଦ୍ୟୁତ ତାର ସୋମସ୍ପର୍ଶରେ ଆସି ଜଣେ ମୃତ,ନନ୍ଦପୁର ବ୍ଳକ I

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗୁଣ୍ଠାପୁଟ ଗାଁରେ ଛିଣ୍ଡି ପଢ଼ି ଥିବା ବିଦ୍ୟୁତ ତାର ସଂସ୍ପର୍ଶରୋ  ଲାଗି ଡୋମ୍ବୁରୁ ଧର ହାନ୍ତାଳର ମର୍ତ୍ୟୁ ଘଟିଛି,  ସକାଳେ ନିଜ ଜମିକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା, ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର ଜମିରେ ଚିଡିପଡିଥିବା ଜଣାପଡ଼ିଛି, ସ୍ୱାମୀ ନ ଫେରିବାରୁ  ଖୋଜିବକୁ ଯାଇ ସୁମିତ୍ରା ହନ୍ତାଳ ଜମିରେ ପଡିଥିବା ଦେଖି ଉଠାଇବାକୁ ଯାଇ ବିଦ୍ୟୁତ ସ୍ପର୍ଶରେ ଚିଟକି ପଡ଼ିଥିଲେ, ପରେ ଚିତ୍କାର କରିବା ପରେ ଗ୍ରାମବାସୀ ଘୋଟଣାସ୍ଥଳେ ପହିଛି ଡୋମ୍ବୁରୁ ହନ୍ତାଳର ମର୍ତ୍ୟୁ ଘଟଣା ନନ୍ଦପୁର ଥାନରେ ଜଣାଇ ଏତଲା ଦେଇଥିଲେ, ଅପରାହ୍ନ ଏକ ଘଣ୍ଟିକା ସମୟରେ ବିଦୁତ୍  ଭିଭାଗର କର୍ମଚାରୀ ବିଦ୍ୟୁତ ତାର ଉଠାଇ ଥିଲେ, ଖବର ପାଇ ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହିଛି ମୃତ ଦେହକୁ ପୋଷ୍ଟ ମୋଟମ  ପାଇଁ  ଏକ ଅଟରେ ନନ୍ଦପୁର ପଠାଯାଇ ପି ଏମ ଜି ,ପରେ ପରିବାରକୁ ହସ୍ତାନ୍ତର କରାଯାଇଛି, ଦୁଃଖ ବିଷୟ ଏହାକି ମର୍ତ୍ୟୁ ଘୋଟିଥିବା ଡୋମ୍ବୁରୁ ପରିବାରକୁ ଏହିପ୍ରଯୋନ୍ତ ରେଡ଼ କ୍ରୋସ ତୋରଫରୁ କିମ୍ବା ଜିଲ୍ଲା ପ୍ରଶାସନ ତୋରଫରୁ କୋଣସି ସାହାଯ୍ୟ ମିଳିନି, ପରିବାର ଲୋକେ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ, ସେମିଳିଗୁଡା ତହସିଲଦାରକୁ ଯୋଗଯୋଗ ପାଇଁ ଯାଇଥିଲାବେଳେ ତହସିଲଦାର,ସ୍ଥାନୀୟ ବିଡିଓ ଙ୍କ ଭେଟ ପାଇନଥିଲେ, ପରିବାର ଲୋକେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା,ମୋ ଘୋର ସଂସାର କେମିତି ଚାଲିବି, ଦୁଇ ଝିଅ, ଦୁଇ ପୁଅ ଙ୍କୁ ଚଳାଇବା କଷ୍ଟକର ବୋଲି ଲୁହ ଭରା କ୍ରନ୍ଦନ ରେ ଡୋମ୍ବୁରୁଙ୍କ ସ୍ତ୍ରୀ ଭାଙ୍ଗି ପଡ଼ିଥିଲେ, ବିଦ୍ୟୁତ ତାର ସସ୍ପର୍ଶରେ  ଡମ୍ବରୁଙ୍କ ମୃତ୍ୟୁ ଘଟିଥିବା ନେଇ ଅସହାୟ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ତୋରଫରୁ ସହାୟତା ରାସି ପାଇ ଘୁଣ୍ଠାପୁଟ ଗ୍ରାମବାସୀ ଦାବି କରିଛନ୍ତି।  ଏହି ଘଟଣାକୁ ନେଇ ପୋଟାଙ୍ଗି ବିଧାୟକ ପ୍ରୀତମ ପାଡିକୁ ପଚାରିବାରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ଫାଣ୍ଡରୁ  ଏବଂ ରେଡ଼ କ୍ରୋସ ତୋରଫରୁ ସାହାଯ୍ୟ କୋରାଜୀବ ବୋଲି କହିଛନ୍ତି, ପରିବାରକୁ ସାନ୍ତ୍ୱନା ଦେଇଥିବା ଜଣା ପଡ଼ିଛି।

Report: ଗୋପାଳ ଡଙ୍ଗରି

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here