କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ

ଆଙ୍କର – କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ନେଇଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦେଇଛନ୍ତି, କୋଭିଡି ପରି ଘଡି ସନ୍ଧି ମୁହୂର୍ତ୍ତ ରେ ନାମକୁ ମାତ୍ର ଚାଷୀ ଙ୍କ ଉତ୍ପାଦିତ ଫସଲକୁ ଦଲାଲ ହାତରେ ନ୍ୟସ୍ତ କରି କେନ୍ଦ୍ର ସରକାର କୃଷି ମାରଣ ନୀତିକୁ ଵିଲ ପାସ କରିଥିବା ଅଭିଯୋଗ କରିଛନ୍ତି l ଗରୀବ ଚାଷୀ ମାନେ ସରକାରଙ୍କ ଭୁଲ ନିଷ୍ପତି ପାଇଁ ଶୋଷଣର ଶିକାର ହେବା ନିଶ୍ଚିତ ହୋଇ ପଡିଛି l ତେଣୁ ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦଳ ଦାବି କରିଛନ୍ତି l
ବାଇଟ – ମୁନ୍ନା ତ୍ରିପାଠୀ (ଜିଲ୍ଲା କଂଗ୍ରେସ ସଭାପତି, ନବରଙ୍ଗପୁର )

ରିପୋର୍ଟ – ବିଭୁତି ପ୍ରସାଦ ପଣ୍ଡା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here