କରୋନା ଟେଷ୍ଟ ନା ଖେଳଘର , ଟେଷ୍ଟ କରାହେଇନି ହେଲେ ଆସିଛି ସ୍ବାବ କଲେକ୍ସନର ମେସେଜ :

ସ୍ବାବ ନିଆ ହେଇନି କି ପେସେଣ୍ଟକୁ ଟେଷ୍ଟ ମଧ୍ୟ କରା ହେଇନି କିନ୍ତୁ ଆସୁଛି ସ୍ବାବ କଲେକ୍ସନ ର ମେସେଜ୍ l ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ ବରସୁଆଁରୁ l

ଏ ରିପୋର୍ଟକୁ ଟିକେ ଭଲଭାବରେ ନଜର ପକାନ୍ତୁ l ମେସଜରେ ଲେଖା ହେଇଛି ରେପିଡ ଏଣ୍ଟିଜେନ୍ ସାମ୍ପୁଲ୍ କଲେକଟେଡ୍ ଫ୍ରମ ନରେସ୍ ମହାରଣା l ହେଲେ ନରେସ୍ ଙ୍କ ଅଭିଯୋଗ ମୁଁ କୌଣସି ସ୍ବାବ ଦେଇନି କିମ୍ବା କରୋନା ଟେଷ୍ଟ କରିନି  ହେଲେ ମୋ ପାଖକୁ ମେସେଜ୍ ଆସିଲା କିପରି ? ଶୁଣନ୍ତୁ କ’ଣ କହୁଛନ୍ତି ଅଭିଯୋଗ କାରୀ l  ସେପଟେ ଏନେଇ ଜିଲ୍ଲା ମୂଖ୍ଯ ଚିକିତ୍ସା ଅଧିକାରୀ କ’ଣ କହୁଛନ୍ତି ଶୁଣନ୍ତୁ l ତେବେ ଏଭଳି ଖାମଖିଆଲି ଓ ବେପରୁଆ କାର୍ଯ୍ଯ ପାଇଁ ବୁଦ୍ଧିଜୀବି ମହଲରେ ଘୋର ନିନ୍ଦା ହେଉଛି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here