ରାଜଗାଙ୍ଗପୁର ଓ୍ବାର୍ଡ ନଂ ୫କୁ ୪୮ ଘଣ୍ଟା ସଟଡାଉନ ଘୋଷଣା :

କରୋନା ଆକ୍ରାନ୍ତରୁ ମୃତ୍ୟୁ ଯୋଗୁଁ ରାଜଗାଙ୍ଗପୁର ସହରରେ ଥିବା ୱାର୍ଡ଼ ନଂ.୫ ଓସିଏଲ ଡେଲି ମାର୍କେଟକୁ ୪୮ ଘଣ୍ଟା ପାଇ ସଡଡାଉନ କରାଗଲା ବୋଲି ଘୋଷଣା ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ପୈ।ରାଞ୍ଚଳ

ରାଜଗାଙ୍ଗପୁର ପ୍ରଶାସନ ଓ ପୌରପରିଷଦର କାର୍ଯ ନିର୍ବାହୀ ଅଧିକାରୀ ପିୟୁସ ଲୋହାରଙ୍କ ନିର୍ଦ୍ଦେଶରେ ପୌରପରିଷଦ  ଅନ୍ତର୍ଗତ ୱାର୍ଡ଼ ନଂ.୫ ଓସିଏଲ ଡେଲି ମାର୍କେଟ୍ ଠାରୁ ଗୁରୁଦ୍ୱାରା ରୋଡ଼ ପର୍ଯ୍ୟନ୍ତ  ସୋମବାର ରାତି ୯ ଟାରୁ ୪୮ ଘଣ୍ଟା ପାଇ ସଡଡାଉନ୍ କରାଗଲା | ଆଜି ମଙ୍ଗଳବାର ସକାଳ ୮ ରୁ ରାଜଗାଙ୍ଗପୁର ପୌରପାଳିକା ତରଫରୁ  ସଂକ୍ରମିତ ଅଞ୍ଚଳକୁ ସେନିଟାଇଜ କରାଯାଉଛି |କରୋନା ପ୍ରକୋପ ବଡୁଥିବା  ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନିଶ୍ଚିତ ଭାବେ ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏ ସବୁ ଜାଣି ସୁଦ୍ଧା ଲୋକେ କୋଭିଡ ନିୟମକୁ ଅଣଦେଖା କରି ଅମାନିଆ ହେଉଛନ୍ତି । ଯାହା ଆଗାମୀ ଦିନରେ ସହର ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି  |

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here