ବନ ବିଭାଗ ଦ୍ବାରା ବଡ ଧରଣର ଅଜଗର ସାପ ଉଦ୍ଧାର

ରାଉରକେଲା ସ୍ଥିତ ସେକ୍ଟର–୨୧ ଅଞ୍ଚଳରେ ଥିବା ଲେପ୍ରସି ବସ୍ତିର ଶୌଚାଳୟ ନାଳରୁ ଏକ ବଡ ଧରଣର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର ହୋଇଥିବା ଅଜଗର ସାପକୁ ସହର ଠାରୁ ବହୁ ଦୂରରେ ଥିବା ଜଙ୍ଗଲକୁ ନେଇ ବନ ବିଭାଗ ଛାଡିଥିବା ଜଣାପଡିଛି । ବନ ବିଭାଗ ଉକ୍ତ ସାପକୁ ଉଦ୍ଧାର କରିବା ପରେ ବସ୍ତି ବାସୀନ୍ଦା ଆଶ୍ବସ୍ତି ଲାଭ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here