କୋରାପୁଟ ଜିଲାରେ ପ୍ରଥମ ଥର ପାଇଁ. ରାଜ୍ୟ ଭାଷା. ସାହିତ୍ୟ. ଓ ସଂସୃତିବିଭାଗ ଅନୁକୂଲ୍ୟ ରେ ଅଡିଶା ସଂଗୀତ ନାଟକ ଅକାଦେମୀ ପକ୍ଷରୁ. ଓଡିଶୀ ନୃତ୍ୟ. ସଂଗୀତ ପ୍ରଶିକ୍ଷଣଶିବିର କୋରାପୁଟରେ ଏବଂ ବୈପାରୀଗୁଡା ବ୍ଲକ୍ର ର ଗୁପ୍ତେଶ୍ୱର ପଞ୍ଚାୟତ ର ସୋରିଷ ପଦର ଗ୍ରାମରେ ଦୁରୁଆ ନୃତ୍ୟ ପ୍ରଶିକ୍ଷଣ ଶିବିର କୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ଘାଟନ କରିଛନ୍ତି. ଏବଂ ଏହାର ପରିଚାଲନା ପାଇଁସରକାର ଙ୍କ ପକ୍ଷରୁ ଏକଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି. ମାତ୍ର ଏହାକୁ ଚାଲୁ ରଖିବାପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ଦି. ଏମ. ଅଫ. ପଣ୍ଡରୁ. ଦୁଇ ଲକ୍ଷ୍ୟ ପଦାନ କରିବାକୁ. ପତିଶ୍ରୁତି. ଦେଇଛ ନ୍ତି