କରୋନା ଭୟରେ ମୃତଦେହ ଛାଡ଼ି ପଳାଇଲେ ଘର ଲୋକେ।

ଜଗତସିଂହପୁର: 22:9:20:  କରୋନା ମହାମାରୀ ପାଇଁ ରକ୍ତର ସଂପର୍କ ବି ଏବେ ଏଠି ପଡିଛି ଫିକା  ବାପା, ମାଆ, ଭାଇ, ସ୍ତ୍ରୀ, ପିଲା ସଂସାର ସବୁ ଏବେ ତୁଚ୍ଛ। ନିଜ ଜୀବନକୁ ଜାବୁଡ଼ି ଧରି ସବୁ ସମ୍ପର୍କ କୁ ପଛରେ ପକାଇବାକୁ କୁଣ୍ଠା ବେ।ଧ କରୁନାହିଁ ମଣିଷ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଫଚାୟତ ର ସୁତୁରା  ଗ୍ରାମର ରାଜେଶ ଦାସ  ୨୭ ବର୍ଷିୟ ଯୁବକ ଗତ ୨ ଦିନ ତଳେ ଜ୍ୱର ହେବା କାରଣରୁ ନାଉଗାଁ ଗୋଷ୍ଠୀସ୍ବାସ୍ଥ୍ଯ କେନ୍ଦ୍ରକୁ ଆସି ମେଡ଼ିସିନ୍ ନେଇଥିଲେ। ମାତ୍ର ଏଥିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବ ହେ।ଇଥିଲା । ସେ ଆଜି ଦିନ ୧୨ ଟା ସମୟରେ ପୁଣି ନାଉଗାଁ ମେଡିକାଲ୍ ରେ ପହଞ୍ଚି ବାରୁ ତାଙ୍କୁ ମେଡିକାଲ୍ ବେଡ଼ରେ ଆଡ଼ମିଶନ କରାଯାଇଥିଲା। କିନ୍ତୁ ଭାଗ୍ୟର ବିଡମ୍ବନା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କରୋନା ଭୟ ରେ  ତାଙ୍କ ମୃତ ଦେହକୁ ନିଜ ଆତ୍ମୀୟ ସ୍ୱଜନ ଛାଡ଼ି ଚାଲି ଯାଇଥିବା ବେଳେ ପ୍ରଶାସନ ମଧ୍ୟ ମୃତ ଶରୀର କୁ ଛୁଇଁବାକୁ ଭୟ ମଧ କରିଥିଲେ। ୧୨ ରୁ ରାତି ୯ ଯାଏ ଏଠାରେ ଏହି ମୃତ ଦେହ ପଡିରହିଥିବା ବେଳେ ଏବେ କଣ କରାଯିବ ତାହା ସମସ୍ୟା ସୃଷ୍ଟି କରିଛି।ଏପଯ୍ଯନ୍ତ ନାଁ ପରିବାର ଲେ।କେ ପହଁଥିଲେ ନାଁ ପ୍ରଶାସନ କେହି ନଯିବାର କାରଣ କଣ ହେଇପାରେ ।ଡକ୍ତର ମାନଙ୍କୁ  କରେନା ଯେ।ଦ୍ଦା ଭାବେ ପୁରସୃତ କରୁଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି  ପ୍ରଫୁଲ କୁମାର ସାହୁ ଙ୍କ ରିପେ।ଟ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here