ବିଜେପି ପକ୍ଷରୁ ହସ୍ପିଟାଲ ପରିସରେ ଫଳ ବିତରଣ କାର୍ଯ୍ୟକ୍ରମ

 ରାଉରକେଲା: 16/09/20, ସହରରେ RGH ଚିକିତ୍ସାଳୟ ପରିସରରେ ଜିଲ୍ଲା ବିଜେପି ଓ ମହିଳା ମୋର୍ଚ୍ଚା ପକ୍ଷରୁ ଅନେକ ରୋଗୀମାନ ସହ ଲୋକମାନଙ୍କୁ ଫଳ ବିତରଣ କରଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଅବସର ଉପଲକ୍ଷେ ସାପ୍ତାହିକ କାର୍ଯ୍ୟକ୍ରମର ଆୟୋଜନ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଭଳି ,ରୋଗୀମାନଙ୍କୁ ଫଳ ବଣ୍ଟନ ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ନିହାର ରାୟ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଘୁନାଥପାଲି ମଣ୍ଡଳୀର ପ୍ରାର୍ଥୀ ଜଗା ବେହେରା ବିଜେପି ମୁଖପାତ୍ର ଭଗବାନ ରାଉତ ସହ ଅନେକ ମହିଳା କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Byte – ନିହାର ରାୟ (ବିଜେପିର ବରିଷ୍ଠ ନେତା )

Byte – ଜଗା ବେହେରା (ରଘୁନାଥପାଲି ମଣ୍ଡଳୀ ପ୍ରାର୍ଥୀ )

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here