ପୁରୀ ପାଥ୍ରପୁରୀ ଛାତ୍ରାବାସକୁ ପ୍ରଶାସନର ଷଡ଼ଯନ୍ତ୍ର ପୂର୍ବକ ଦଖଲକୁ ବିରୋଧ

ପୁରୀ: ପାଥ୍ରପୁରୀ ଛାତ୍ରାବାସକୁ ପ୍ରଶାସନର ଷଡ଼ଯନ୍ତ୍ର ପୂର୍ବକ ଦଖଲକୁ ବିରୋଧ କରି ABVP ପୁରୀ ନଗର ବିଦ୍ୟାର୍ଥୀ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ SCS କଲେଜର ଅଧ୍ୟକ୍ଷାଙ୍କୁ ଏକ ଦାବିପତ୍ର ଦେବା ସହ ପାଥ୍ରପୁରି ହଷ୍ଟେଲରେ ପରିତ୍ୟକ୍ତ ଅବସ୍ଥାରେ ଥିବା ନୋବେଲ ପୁରସ୍କାର ପ୍ରାପ୍ତ ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିକୁ ସଫା ଏବଂ ଏହାର ଆଖପାଖକୁ ପରିଷ୍କାର କରାଯିବା ସଂଗେସଂଗେ ପ୍ରଶାସନର ଏହି ତଞ୍ଚକତା ବିରୋଧରେ ଏକ ଧାରଣା ପ୍ରଦର୍ଶନ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here