ଜଗତସିଂହପୁର: ଅଲ ଇଣ୍ଡିଆକିଷାନ କ୍ଷେତ୍ର ମଜଦୁର ସଂଗଠନ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ

 ଜଗତସିଂହପୁର ଜ଼ିଲ୍ଲା ରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷୀ କୁ ଏକର ପିଛା କୋଡିଏ ହଜାର ଟଙ୍କା କ୍ଷତି ପୂରଣ   ଭାଗ ଚାଷୀ ଙ୍କୁ କ୍ଷତି ପୂରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା । ଚାଷ ଜମିରୁ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା  ! କ୍ଷତିଗ୍ରସ୍ତ ପରିବା ଚାଷୀ ଚିହ୍ନ୍ନଟି କରି ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା   ସରକାର ଙ୍କ ଘୋଷିତ ଧାର୍ଯ୍ୟ ଦାମ ରେ ସାର, କୀଟ ନାଶକ ବିକ୍ରି କରିବା କୃଷି ଋଣ ଛାଡ଼ କରିବା  ଷଣ୍ଢ  ମାଙ୍କଡ଼ ଉପ ଦ୍ରବରୁ ଚାଷୀ କୁ ରକ୍ଷା କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଦାବି ପତ୍ର ନେଇ  ଜଗତସିଂହପୁର ଜ଼ିଲ୍ଲା ଅଲ ଇଣ୍ଡିଆ କିଷାନ କ୍ଷେତ୍ରର ମଜଦୁର ସଂଗଠନ ପକ୍ଷରୁ ଆବାହକ ସୁବାସ ସ୍ୱାଇଁ ଙ୍କ ନେତୃତ୍ୱ ରେ ପ୍ରଦୀପ୍ତ ରାମ ,ମହେଶ୍ୱର ଦାସ, ବସନ୍ତ ମଲ୍ଲିକ, ପ୍ରମୁଖ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ଜ଼ିଲ୍ଲାପାଳଙ୍କୁ  ଦାବିପତ୍ର ପ୍ରଦାନ କରିଥିଲେ ।    

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି  ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here