ଜଗତସିଂହପୁର: (15/9/20) ସରକାର ଙ୍କ ନିର୍ଦ୍ଦେଶ କୁ ମାନୁନାହିଁ ପଂଚାୟତ ରାଜ ବିଭାଗ ପୁଣି ଚର୍ଚ୍ଚାରେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା? ରାଜ୍ୟ ସରକାର ଭୂମିହୀନ ଅସହାୟ ଗରିବ ବାସହରା ବିଧବା ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ଯେ।ଜନା ପ୍ରଣୟନ କରୁଛନ୍ତି ।ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି ବେ।ଲି ସରକାର ଟିଡିମ୍ ପିଟୁଥିବା ସ୍ଥଳେ ଜରିପାଲ ତଳେ ଜୀବନଯାପନ କରୁଥିବା ବିଧବା ମହିଳାଙ୍କ ପ୍ରତି ରାଜନୈତିକ ଖେଳ ଖେଳିବାକୁ ପଡିଥାଏ । ହେଲେ ଦୀଘ୍ଯ ବର୍ଷ ହେବଧରି ଅସହାୟ ଗରିବ ବିଧବା ମହିଳା ବାସଚୁତ୍ ହେ।ଇ ଦୁଃଖ ଦୁର୍ଦ୍ଦଶାର ସହିତ ଜରିପାଲ ତଳେ ଜୀବନ ବିତାଇବା ଘଟଣା ରାଜ୍ଯ ସରକାର ଏବଂ ଜିଲ୍ଲାପ୍ରଶାସନ କାର୍ଯ୍ୟାକାରିତ।ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ହୃଦୟ ବିତାରକ ଦୃଶ୍ଯ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିତେ।ଲ ବ୍ଲକ କେ।ଲର ଗ୍ରାମ ପଂଚାୟତ ର ଧନୁଆ ଗ୍ରାମର ମିଳିଥିବା ସୂଚନା ଅନୁଯାୟୀ ତିନି ନଂ ଔଡ୍ ର ମୃତ ବ୍ଯକ୍ତି କଣ୍ଡୁରୀ ହେ।ତା ଙ୍କ ସ୍ତ୍ରୀ ଲତାରାଣୀ ହେ।ତା ବୟସ (80) ପୁଅ ହିତେଶ୍ ହେ।ତା ବୟସ (32 )ମା ପୁଅ କୁ ନେଇ ପରିବାର ବୁଝାଏ ଗେ।ଟିଏ ବଖରା ଚାଳ ଘର ଛାଡି ଦେଲେ ମୁଣ୍ଡ ଗୁଞ୍ଜିବାକୁ ସାହା ନାହିଁ । ସରକାର ଙ୍କ ପିସି କାରବାର ରାଜ୍ଯରେ ସିଧା ସଳଖ ଚାଲିଥାଏ।ସ୍ଥିତି ଏମିତି ହେ।ଇଛି ।80ବର୍ଷ ବିଧବା ମହିଳାଙ୍କୁ ଛାଡୁନାହାନ୍ତି ଶାସକ ଦଳର କୁଜିନେତା ଟଙ୍କା ଦିଅ ଘର ନିଅ ନହଲେ ଘର ଆସିବ କେଉଁଠୁ ।କୁଜିନେତାଙ୍କ ଦଲାଲଗିରୀ ପାଇଁ ଦୁଃଖ ଭେ।ଗୁଛନ୍ତି ସାଧାରଣ ନିରୀହ ଲେ।କେ ।ଏହି ଲତାରାଣୀଙ୍କ ଘର ଉପରେ ଟିକେ ଭଲ ସେ ଦୃଷ୍ଟି ପକାନ୍ତୁ ।କେମିତି ଘର କାନ୍ଥ ପଡିବା ସହ ମାଟି କାନ୍ଥ ଫାଟି ଆଁ କରିଛି ।କେମିତି ସବୁ କାନ୍ଥପଡିଯାଇଛି ଦେଖନ୍ତୁ ।ଭଙ୍ଗା ଘରେ ଭାଗ୍ୟ କୁ ଆଦରୀ ପଢିଛନ୍ତି ଅସହାୟ ମହିଳା ଙ୍କ ପରିବାର କୁଜିନେତାଙ୍କ ଚାପରେ ଚାପି ହେ।ଇଯାଇଛି ।ନଅବର୍ଷ ହେବ ପ୍ରଶାସନ ଓ ସରପଞ୍ଚ ଙ୍କୁ ଅସହାୟ ମହିଳା ଲତାରାଣୀ ଘରଟିଏ ପାଇଁ ଗୁହାରୀ କରି ନିରାଶ ହେ।ଇପଡିଛନ୍ତି ।ବୟସ ହେଲାଣି ଘରଟିଏ ପାଇଁ ଆଉ ଦୈ।ଡିବା ମେ। ପକ୍ଷେ ସମ୍ବବ ନୁହେଁ ।ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ବ୍ଲକରେ ରହିଛି । ଲତାରାଣୀ ଘର କଣ ଦୁଃଖ ଶୁଣିବେ କି ଜିଲ୍ଲାପାଳ ମହେ।ଦୟ ପରିବାର ଦୁଃଖ ଶୁଣିବେ କି ପଂହଥ୍ଚିବେ କି ଅସହାୟ ମହିଳାଙ୍କ ଘରେ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଅସହାୟ ଙ୍କ ଦୁଃଖ ବୁଝିବେ କି ଜରିପାଲ ତଳେ ଜୀବନ ବିତାଉଥିବା ଅସହାୟ ମହିଳାଙ୍କୁ ଘର ଖଣ୍ଡେ ଦେବେ କି ଅପେକ୍ଷା ରେ ରହିଛି ଅସହାୟ ବିଧବା ମହିଳା ? କେ।ଲର ସମିତି ସଭ୍ୟ ରଂଜିତ୍ କୁମାର ପାଲ୍ ତାଙ୍କ ପ୍ରତିକିୟା ରେ କହିଛନ୍ତି ଅସହାୟ ମହିଳା ବହୁଥର ଘର ପାଇଁ ନିବେଦନ କରିଛନ୍ତି କଣ ପାଇଁ ତା ନାମ ଲିଷ୍ଟ ରେ ଯାଉଛି ଫାଇନ ରିପୋର୍ଟ ଆସିଲା ବେଳକୁ ତାଙ୍କ ନାଁ ନଥାଏ ।ମେ।ର ପ୍ରଶାସକଙ୍କୁ ନିବେଦନ ଅସହାୟ ମହିଳାଙ୍କୁ ବାସହରା ନକରାଇ ଘରଖଣ୍ଡେ ଦିଆଯାଉ ।
ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ