ଜଗତସିଂହପୁର ବିଧାୟକ ଆଶୁ ଆରେ।ଗ୍ଯ କାମନା ପାଇଁ ମହିଳା ଗ୍ରୁପ୍ ର ସମୂହ ଦ୍ବୀପଦାନ I

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା  ବିଧାୟକ ତଥା ଯେ।ଜନା ବେ।ଡ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କରେ।ନା ଆକ୍ରାନ୍ତ ରେ ସଂକ୍ରମିତ ଖବର ଜିଲ୍ଲା ରେ ପ୍ରକାଶ ପାଇଲା ପରେ ବିଭିନ୍ନ ଦେବା ଦେବୀ ଙ୍କ ନିକଟରେ ବିଜେଡି ସମର୍ଥକ ଓ ମହିଳା ଗ୍ରୁପ୍ ମାନେ ନାଉଗାଁ ବ୍ଲକ ଅଲଣା ପଂଚାୟତ ର ତିଲେ।ଚନେଶ୍ବର ମନ୍ଦିର କୁଣ୍ତେଶ୍ବର  ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ସମୂହ  ଦୀପଦାନ କରିଥିଲେ ।

ମହିଳା ଗ୍ରୁପ୍ ସଭାପତି  ପ୍ରଭାତି ଦାସ  ଙ୍କ ନେତୃତ୍ଵରେ ଅଲଣା ପଂଚାୟତ ର ଦଶ ଟି ମହିଳାସଂଘର ଗ୍ରୁପ୍ ମାନେ ଏକତ୍ର ହେ।ଇ  ଅଥଂଳର ବିଭିନ୍ନ ମଦିର ରେ 100ଦୀପ ଦାନ ସମୂହ କରାଯାଇଥିଲା ।ଆଶୁ ଆରେ।ଗ୍ଯ କାମନା  ପାଇଁ ଉପସ୍ଥିତ ଥିଲେ ।ବିଭିନ୍ନ ମହିଳା ସଂଘମାନେ ଉପସ୍ଥିତ ଥିଲେ ।ଲକ୍ଷ୍ମୀ ବାଇ ମହିଳା ସଂଘ,ମା ଶାରଳା ମହିଳା ସଂଘ ,କଟକ ଚଣ୍ଡୀ, ବଟ ଗେ।ସ୍ବାଇଁ ,ମା ହରଚଣ୍ଡି,ମହାବୀର ,ମା ମଙ୍ଗଳା,  ଜୟ ଶ୍ରୀ ରାମ ,ଜୟ ଜଗନ୍ନାଥ ଗ୍ରୁପ୍ ମହାସଂଘର ମହିଳାମାନେ ଉପସ୍ଥିତ ରହି ବିଧାୟକ ଙ୍କ ଆଶୁ ଆରେ।ଗ୍ଯ କାମନା କରିଥିଲେ । ଅଲଣା ପଂଚାୟତ ର ମହିଳା ସଂଘର ଦଶ ଜଣ ମହିଳା ମାନେ  ପ୍ରମୁଖ ଉପସ୍ଥିତ ରହି ବିଧାୟକ ଙ୍କ ଆଶୁ ଆରେ।ଗ୍ଯ କାମନା କରିଥିଲେ ?

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପେ।ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here