ଖବର ସଂକ୍ଷେପ ରେ …… (NEWS IN BULLETS)

୧-ଟାଇମ୍ସ ବିବିଏ ଏଜୁକେଶନ ରାଙ୍କିଙ୍ଗ-୨୦୨୦, ଦ୍ବିତୀୟ ସ୍ଥାନରେ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ।

୨-ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ଆସିଲା ସଂଶୋଧନ, କୁଳପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି।

୩-ରେଷ୍ଟୁରାଣ୍ଟ ଓ ବାର୍‌ ଉପରୁ ହଟିଲା କଟକଣା, କୋଭିଡ କଟକଣା ମାନି ଗ୍ରାହକ ବସି ଖାଇ ପାରିବେ।

୪-କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା,ରାଜ୍ୟର ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ।

୫-ୟୁଜି ପିଜି ଶେଷ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ୟୁଜିସିକୁ ଅନୁରୋଧ କଲେ ରାଜ୍ୟ ସରକାର।

୬-୩୨୦୦ କୋଟି ଟଙ୍କାର ୭ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ।  ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ।

୭-ଭୁବନେଶ୍ୱର: ଛାତ୍ରୀନିବାସରେ କାର୍ଯ୍ୟରତ ମହିଳା ତତ୍ବାବଧାକଙ୍କ ଦରମା ୧୦ ହଜାରକୁ ବୃଦ୍ଧି।

୮-କେନ୍ଦୁଝର:ଜାଲ ବି.ଇ.ଡି ସାର୍ଟିଫିକେଟ୍‌ରେ ସାର,୧୨ଜଣ  ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।

୯-ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୧୦-ପ୍ରଥମଥର ଲାଗି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶ୍ରେଷ୍ଠ ୫୦ରେ ପହଞ୍ଚିଲା ଭାରତ।

୧୧-୨୬ରେ ଜାତିସଂଘ ସାଧାରଣ ସଭାକୁ  ସମ୍ବୋଧନ କରିବେ ମୋଦି।

୧୨-ଚୀନ୍ କୁ ଆଉ ପାନେ ଦେଲା ଭାରତ,‌ପବଜି ସମେତ ‌୧୧୮ ଆପ୍ ନିଷିଦ୍ଧ।‌ ନିଷିଦ୍ଧ ଆପ୍ ସଂଖ୍ୟା ୨୦୦ ଟପିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here