ତାଳଚେର କୁମୁଣ୍ଡାରେ ‘ରାହାସ ବାଡି’ ର ଉଦ୍ ଘାଟନ।

ତାଳଚେର: ତାଳଚେର କୁମୁଣ୍ଡା ଗ୍ରାମପଂଚାୟତର ଚିତ୍ତଳ ଗ୍ରାମରେ ‘ରାହାସ ବାଡି’ ର ଉଦ୍ ଘାଟନ ଆଜି ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଂକ କରକମଳରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସର ରେ ଗ୍ରାମପଂଚାୟତର ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତିତ୍ୱ ଓ ଗ୍ରାମବାସୀ ଯୋଗଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here