ପଦ୍ମଶ୍ରୀ ନନ୍ଦ ପୃଷ୍ଟି ସ୍ନେହ ର ନନ୍ଦସାର୍ ଆଉନାହାନ୍ତି । ଆଜି ଭୁବନେଶ୍ୱର ର ଏକ ପ୍ରାଇଭେଟ୍ ହସ୍ ପିଟାଲ୍ ରେ ତାଂକର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଂକୁ ୧୦୪ ବର୍ଷ ହୋଇଥିଲା।
ସେ କୋଭିଡ୍ ପର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚିକିସ୍ଛିତ ହେଉଥିଲେ।