ପ୍ରୟାସ ପ୍ରଖ୍ୟରୁ ସ୍ୱଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ , ୫୦ୟୁନିଟ ରକ୍ତ ସଗ୍ରହ ।

ଯାଜପୁର: ଜିଲ୍ଲାର ଅର୍ଗଣୀ ସ୍ୱଚ୍ଛା ସେବୀ ଅନୁଷ୍ଠାନ ପ୍ରୟାସ ପଖ୍ୟରୁ ଚଣ୍ଡିଖୋଲ ପ୍ରେସ୍ କ୍ଲବ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଦର୍ପଣ ତହସିଲଦାର ପ୍ରଦିପ୍ କୁମାର ସେଠୀ , ଆଞ୍ଚଳିକ ପରିବହନ ଅଧିକାରୀ କେସବ ନାୟକ , ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା  ସୁଙ୍ଗୁଡା ସରପଞ୍ଚ ଚାଚାଲିନ୍ ସ୍ୱାଇ  ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିବିର ରେ ୫୦ୟୁନିଟ ରକ୍ତ ସଗ୍ରହ ହୋଇଥିଲା । କଟକ ରେଡକ୍ରସ୍ ପଖ୍ୟରୁ ଡାକ୍ତର ସୁଧାଶୁ ସେଖର ସାହୁ ,ସଯୋଜକ ଅବିନାଶ ଦାସ୍ , ଲାବୋଟୋରୀ ଟେକ୍ନୋସିଆନ୍ ସଦୀପ୍ ସ୍ୱାଇ, ଓ ବିଜୟ ସ୍ୱାଇ ଯୋଗଦେଇ ରକ୍ତ ସଗ୍ରହ କରିଥିଲେ ।  ପ୍ରୟାସ ସମ୍ପାଦକ ଭାରତ ଭୂଷଣ ପଣ୍ଡା ଙ୍କ ତତ୍ୱବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସହ ସମ୍ପାଦକ ପ୍ରତାପ ଗୋଛାୟତ , ସଭାପତି ଆସିଷ କୁମାର ମହାପାତ୍ର , ସାମ୍ବାଦିକ ଶିବରାମ୍ ସାହୁ ମୋହନ ଖିଲାର ,  ଘନଶ୍ୟାମ ଗୋଛୟତ ,ବାର୍ ଆସୋସିଏସନ ସଭାପତି ଦେବରାଜ ବେହେରା , ଅମ୍ବୁଜ ରାଉତ୍ , ଯୋଗଦେଇଥିଲେ । ଅନୁଷ୍ଠାନ ପଖ୍ୟରୁ ଅମିୟ ମହାରଣା , ମକରଧ୍ୱଜ ଦାସ୍ , ପ୍ରମୋଦ ଜେନା , ଦିଲ୍ଲୀପ ସାହୁ , ହେମେସ୍ ଜେନା , ଭବୋତୋଷ ବିଶ୍ୱାଳ , ବିଶ୍ୱରଞନ ସ୍ୱାଇ , ତ୍ରୀଲୋଚନ ବେହେରା , ସୁଶାନ୍ତ ନାୟକ , ଆଦିତ୍ୟ ବେହେରା , ମନମୋହନ ରାଉତ୍ , ତୈଲୋକ ନାୟକ , ଉତ୍କଳ ପ୍ରଧାନ ,ସୁରେଶ ଖଣ୍ଡାଇ , ବିଶ୍ୱଜିତ୍ ରାଉତ୍ , ପ୍ରଶାନ୍ତ ରାଏ , ରାଜେନ୍ଦ୍ର ନାୟକ, ଅନିଲ୍ ସାମନ୍ତରାୟ , କିଶୋର ସେଠୀ ପ୍ରମୁଖ ଶିବିର କୁ ପରିଚାଳନା  କରିବାସହ  ରକ୍ତ ଦାନ କରିଥିଲେ । ଏହି ଶିବିରରେ ବହୁ ରକ୍ତ ଦାତା ରକ୍ତ ଦେଇଥିଲେ ।

ଯାଜପୁର ଚଣ୍ଡୀଖୋଲ ରୁ ତ୍ରିଲୋଚନ ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here