ଜଗତସିଂହପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଗଣଧାରଣା।

ଜଗତସିଂହପୁର: ଜିଲ୍ଲା କୃଷକମୋର୍ଚା ତରଫରୁ ଯୋଗଣବିଭାଗ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସଂଗେ ସଂଗେ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ଯୋଗଣାଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତପନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣା କାର୍ଯ୍ୟକ୍ରମ ରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ଅନୁସୂଚିତ ଜାତି ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ବିଜେପି କାର୍ଯ୍ୟକରିଣୀ ସଦଦ୍ୟ ଉପେନ୍ଦ୍ର ନାଥ ବିଶ୍ୱାଳ, ତିର୍ତ୍ତଲୋ ବିଧାନସଭା ପ୍ରାର୍ଥୀ ରାଜକିଶୋର ବେହେରା, ଯୁବ ନେତା ଶିବବ୍ରତ ଦାସ ,ରାଜ୍ୟ କୃଷକମୋର୍ଚା ସମ୍ପାଦକ ଅଶୋକ ମହାନ୍ତି,ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ସୁବାଷ ଜେନା, ଉପସଭାପତି, ମୋହିତ ମହାନ୍ତି,ସୌଭାଗ୍ୟ ମହାନ୍ତି, ମିଡ଼ିଆ ସେଲ ସଂଯୋଜକ ଗଣେଷ ପ୍ରସାଦ ମହାନ୍ତି, ସମବାୟ ସେଲ ସଂଯୋଜକ ପ୍ରଦୀପ ନାୟକ, ବିଜୟ ଦାଶ, ମହିଳା ମୋର୍ଚା ଜିଲ୍ଲା ସଭାନେତ୍ରୀ କ୍ରିଷ୍ଣା ମୋହାନ୍ତି, ଯୁବମୋର୍ଚା ସାଧାରଣ ସମ୍ପାଦକ ମନୋଜ ଶୁକ୍ଳା, ଅନୁସୂଚିତ ଜାତି ଜିଲ୍ଲା ସଭାପତି ହରେକୃଷ୍ଣ ମଲ୍ଲିକ,ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ତରୁଣ ଦାଶ, ସୁଦର୍ଶନ ପଣ୍ଡା, ରୂପକ ଖୁଣ୍ଟିଆ, ଦିଲୀପ ମହାନ୍ତି, ଅକ୍ଷୟ ପାତ୍ର,ଶିଶିର ପାତ୍ର, ଶିଶିର ମହାନ୍ତି, ପ୍ରକାଶ ପାତ୍ର,ଆଦିତ୍ୟ ଓଝା, କେଦାର ସେଠି ଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ସର୍ବ ଶେଷରେ ଜିଲ୍ଲା କୃଷକମୋର୍ଚା ସମ୍ପାଦକ ତାପସ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here