୧୯୯୧ ମସିହା ବ୍ୟାଚ ଭାରତୀୟ ପୋଲିସ ସେବା ଅଧିକାରୀ, ସମ୍ପ୍ରତି ଓଡିଶା ଭିଜିଲାନ୍ସ ନିର୍ଦେଶକ ଭାବରେ କାର୍ଯ୍ୟରତ ଦେବାଶିଷ ପାଣିଗ୍ରାହୀ ଙ୍କ କରୋନା ରେ ଦେହାନ୍ତ ଓଡିଶା ପାଇଁ ଏକ ଅପୁରଣୀୟ କ୍ଷତି। ସେ ଜଣେ କବି ଓ ସାହିତ୍ୟିକ ଥିଲେ। ବିନମ୍ର ଶ୍ରଦ୍ଧାଞ୍ଜଳି ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି।