ନିର୍ମାଣଧିନ ବିଦେଶୀ ମଦ ଦୋକାନ କୁ ବିରୋଧ କଲେ ଗ୍ରାମବାସୀ । ନବରଙ୍ଗପୁର

ନବରଙ୍ଗପୁର: ନିର୍ମାଣଧିନ ବିଦେଶୀ ମଦ ଦୋକାନ କୁ ନେଇ ତାଥିଲେ ସ୍ଥାନୀୟ ଶତାଧିକ ମହିଳା ଏବଂ ଯୁବଗଷ୍ଟି  । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ତାଳିଆମ୍ବା ଠାରେ । ଏହି ନିର୍ମାଣ ଦିନ ବିଦେଶୀ ମଦ ଦୋକାନ ଟି ତାଳିଆମ୍ବା ବସ୍ତି କୁ ଲାଗି ରହିଥିବା ବେଳେ ଗାଁ ପାଖରେ ବିଦ୍ୟାଳୟ ,ଅଙ୍ଗନବାଡି କେନ୍ଦ୍ର ,ବିଭିନ୍ନ ମନ୍ଦିର ,ଚାଷ ଜମି , ପଖରୀ, ,ସାପ୍ତାହିକ ହାଟ  ମଧ୍ୟ ରହିଛି  ।  ତେବେ ସେହି ରାସ୍ତା ରେ  ପଖରୀ କୁ ଗାଧେଇବା ପାଇଁ ଏବଂ ଚାଷୀ ମାନେ ଚାଷ କରିବା ପାଇଁ ଯାଉଥିବା ବେଳେ ଗ୍ରାମବାସି ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି । ତେବେ ଏହିପ୍ରକାର ଗ୍ରାମ ବାସୀ  ନିତିଦିନିଆ କାର୍ଯ୍ୟ ସେହି ରାସ୍ତା ରେ ସମ୍ପାଦନ କରିଥାନ୍ତି ।

ଯଦି ମଦ ଦୋକାନ ଟି ହେଲେ ମଦୁଆ ଙ୍କ ପ୍ରାଦୁର୍ଭାବ ବାଡିବା ସହିତ ଅସାମାଜିକ କାର୍ଯ୍ୟ ନିଶ୍ଚିତ ଭାବେ ବଡିବ ବୋଲି ଆଶଙ୍କା କରିବା ଗତ ଦଶ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଅବକାରୀ ବିଭାଗ ଙ୍କୁ ଲିଖିତ ଜଣାଇଥିଲେ କିନ୍ତୁ  ମଦ ଦୋକାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୋୖଣସି ପ୍ରଶାସନିକଅଧିକାରୀ ତଦନ୍ତ କରି ନାହାନ୍ତି । ତେଣୁ ଆଜି ଅସନ୍ତୋଷ ପ୍ରକାଶ କରି ଶତାଧିକ ମହିଳା ଏବଂ ଯୁବଗଷ୍ଟି  ଝରିଗାଁ ବ୍ଲକର ତାଲିଅମ୍ବା ସାହି ଠାରେ ନୂତନ ରେ ନିର୍ମାଣ ହେଉଥିବା ବିଦେଶ ମଦ ଦୋକାନ କୁ ଘୋର ବିରୋଧ କରିବା ସହ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here