କରୋନା ମହାମାରୀକୁ ଆଖି ଆଗରେ ରଖି ଜନଶକ୍ତି ପାର୍ଟିର ମାକ୍ସ୍ ବଣ୍ଟନ । କେନ୍ଦ୍ରାପଡା

କେନ୍ଦ୍ରାପଡା: ଆଜି ରାଜ୍ୟ ଜନଶକ୍ତି ପାର୍ଟି ପକ୍ଷରୁ କରୋନା ମହାମାରୀକୁ ଆଖି ଆଗରେ ରଖି ତିନିମୁହାଣି ଟ୍ରାଫିକ୍ ଛକ ସହିତ ସହରର ବିଭିନ୍ନ ସ୍ଥାନରେ ମାକ୍ସ୍ ନପିନ୍ଧି ଅମାନିଆଁ ଭାବେ ବୁଲୁଥିବା ଲୋକ ବା ରାସ୍ତା ଘାଟରେ ବୁଲି ବୁଲି କାମ କରୁଥିବା ଲୋକ ମାନଙ୍କୁ ଦଳର ସଭାପତି ତଥା ବରିଷ୍ଠ ଆଇନଜୀବୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ କର୍ମକର୍ତ୍ତା ମିଳିତ ଭାବେ ମାକ୍ସ୍ ସାନିଟାଇଜର ପ୍ରଭୃର୍ତି ବଣ୍ଟୁ ଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସିଧା ସଳଖ ଟିକେ ନଜର ପକାଇ ନେବା କେମିତି ରହିଥିଲା ସେଠାକାର ସ୍ଥିତି ଓ ମାକ୍ସ୍ ବଣ୍ଟନ ପ୍ରକ୍ରିୟା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here