କେନ୍ଦ୍ରାପଡା ଟାଉନ ଥାନା ସମ୍ମୁଖରେ କଡାକଡି ପୋଲିସ ଦ୍ୱାରା ମାକ୍ସ୍ ସହିତ ହେଲମେଟ୍ ଚେକିଂଗ୍ ।

ସମଗ୍ର ବିଶ୍ବରେ ଯେଭଳି ଭାବରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ଏବଂ କରୋନା ମହାମାରୀର ପ୍ରଭାବରେ ସମଗ୍ର ବିଶ୍ବବାସୀ ଯେଭଳି ଭାବରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଆମ ଦେଶ ଓ ରାଜ୍ୟରେ ଯେପରି କରୋନା ପ୍ରଭାବରୁ ଲୋକମାନେ ପୋକମାଛି ଭଳି ମରିବାକୁ ଲାଗୁଛନ୍ତି । ସେ ସବୁକୁ ଆଖିଆଗରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ଅମାନିଆଁ ମାନଙ୍କୁ ସାବାଡ୍ କରିବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ମାକ୍ସ୍ ଓ ହେଲମେଟ୍ ଚେକିଂଗ୍ କରାଯାଇ ହଜାର ହଜାର ଟଙ୍କା ଯୋରୀମାନ ଆଦାୟ କରାଯାଇଥିବା ଖବର ମିଳିଛି । ତେବେ ଆସନ୍ତୁ ଟିକେ ନଜର ପକାଇ ନେବା କେମିତି ଅମାନିଆଁ ମାନଙ୍କଠାରୁ ଆଜି ପୋଲିସ ଯୋରୀମାନ ଆଦୟ କରୁଥିଲା ତାହାର କିଛିଟା ଝଲକ ଦେଖିନେବା ।

କେନ୍ଦ୍ରାପଡ଼ାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here