ନବରଙ୍ଗପୁର ସହର ରେ ପ୍ରଥମ ଥର ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହେଈଛି ନିର୍ଭୟା ପେଟ୍ରୋଲିଙ୍ଗ ସ୍କୁଟି ସେବା :

ନବରଙ୍ଗପୁର: ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକ ନିକଟରୁ ଏହି ସେବା ଆରମ୍ଭ ହେଈଛି,ଆରମ୍ଭ ସମୟରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ଉପସ୍ଥିତ ଥିଲେ । ଦୁଇଜଣ ଥାନା ମହିଳା ଅଧିକାରୀ ସମେତ ଦୁଇଜଣ ମହିଳା ଗୃହ ରଖି ସହରରେ ପେଟ୍ରୋଲିଂ ମାଧ୍ୟମରେ ସେବା ଆରମ୍ଭର କରି ସଚେତନ କରେଇଛନ୍ତି । ଥାନାକୁ ଫୋନ ଆସିଲେ ଓ ପେଟ୍ରୋଲିଂ ମାଧ୍ୟମରେ ତୁରନ୍ତ ଏହି ସେବା ଯୋଗାଇବଦିଆଯିବା ନେଇ ପୋଲିସ ପ୍ରଶାସନ ର ଏହି ଉଦ୍ଧେଶ୍ୟକୁ  ବିଭିର୍ଣ୍ଣ ମହଲରେ ପ୍ରଶଂସା କରାଯାଇଛି । ତେବେ ଏହିଭଳି ଜିଲ୍ଲାକୁ ବର୍ତ୍ତମାନ ମୋଟ ୧୧ଟି ନିର୍ଭୟା ପେଟ୍ରୋଲିଂ ସ୍କୁଟି ଯୋଗାଇ ଦିଆଯାଇଛି । ନବରଙ୍ଗପୁର ଥାନ  ପାଇଁ 4ଟି ନିର୍ଭୟା ପେଟ୍ରୋଲିଂ ସ୍କୁଟି ଯୋଗାଇଦେଇଛନ୍ତି, ମହିଳା ପୋଲିସ ଅଧିକାରୀ ମାନେ ତୁରନ୍ତ ମହିଳା ମାନଙ୍କୁ ସେବା ଯୋଗାଇବା ଆରମ୍ଭ ହେଈଛି ନିର୍ଭୟା ପେଟ୍ରୋଲିଙ୍ଗ ସେବା, ଏହି ସେବା ଆରମ୍ଭ ହେଇଥିବାରୁ  ବୁଦ୍ଧିଯିବି ମାନେ ନବରଙ୍ଗପୁର ଆରକ୍ଷୀ ଅଧିକାରୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here