ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳି ର ଶୁଭାଷିଶ୍ ପଟ୍ଟନାୟକ (ଟୁଲୁ ଭାଇ)ଙ୍କ ରନ୍ଧା ଖାଦ୍ୟ ବଣ୍ଟନ:

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳି ର ଶୁଭାଷିଶ୍ ପଟ୍ଟନାୟକ ଯିଏ କି ଗତ  ନିର୍ବାଚନରେ ଆମ ଆଦମି ପାର୍ଟି ରୁ   ନିର୍ବାଚନ ଲଢିଥିଲେ ଏହି କରୋନା  ମହାମାରି ସମୟରେ ଗରିବଙ୍କ ପାଇଁ ସାହା ହୋଇଛନ୍ତି । ପ୍ରତିଦିନ ପାଖାରାଖି ୨୦୦ ରୁ ୨୫୦ ଲୋକଂକୁ ସେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି।

ସେ କୁହନ୍ତି  “ଯେଉଁ ମାନଙ୍କର ରାସନ କାର୍ଡ ନାହିଁ, ବୃଦ୍ଧ,ଦିବ୍ୟାଙ୍ଗ, ଭିକାରି ମାନଙ୍କୁ, ମାନସିକ ସତୁଳନ ହରେଇଥିବା ବ୍ୟକ୍ତି ଙ୍କୁ ରୋଜଗାର ହରେଇଥିବା ଶ୍ରମିକ  ଭାଇ ଭଉଣୀ ମାନଙ୍କୁ ଆମେ ଖଦ୍ୟ  ଦେଉଛୁ..

ଗାଡି ରେ ବୁଲି ବୁଲି ଦେଖିକି ଦେଉଛୁ… ବିଶେଷ କରି ରାଜମହଲ, ଅଶୋକ ନଗର, ମାଷ୍ଟର କ୍ୟାଣ୍ଟିନ, କଳ୍ପନା, କଟକ ରୋଡ଼ ଇତ୍ୟାଦି ରେ ଦେଉଛୁ .. ଏବେ ଗୋରୁ ଗାଈ ଙ୍କ ଆରମ୍ଭ କରିଛୁ ଆଗକୁ ବୁଲା କୁକୁର ଙ୍କ ପାଇଁ ଯୋଜନା ଅଛି I

Lockdown au shutdown ରେ ଏପରି ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ I

(Odisha1.tv Bureau)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here