ଆସୁଛି ମୋନାଲିସା

ଏକ ସର୍ଭାଇବାଲ୍ କାହଣୀ ନେଇ ଆସୁଛନ୍ତି ନିର୍ଦ୍ଦେଷକ ଅଶୋକ ପତି ଏଲିନାଂକ ସହ, ତରଂଗ ର ପାପରେ ମଧ୍ୟ ଦେଖିବାକୁ ମିଳିଥିଲା ଅଶୋକ ଏବଂ ଏଲିନାଂକ ଯୋଡି ,ପାପ ର ସଫଳତା ପରେ ଅଧିକା ଉତ୍ସାହିତ ଅଛନ୍ତି ଅଶୋକ ପତି ଫିଲ୍ମ ମୋନାଲିସା କୁନେଇ, ଆମ ଓଡିଶା ୱାନ ର ପ୍ରତିନିଧିଂକୁ କହିଛନ୍ତି ନୂଆ ଧରଣର କାହାଣୀ ଟି ଦର୍ଶକଂକୁ ନିଶ୍ଚିତ ପସନ୍ଦ ଆସିବ॥ଏ ଭିତରେ ଫିଲ୍ମ ର ଟିଜର ଏବଂଟ୍ରେଲର ରିଲିଜ ହୋଇସାରିଛି, ଏଲିନାାଂକ ବ୍ୟତିତ ଫିଲ୍ମ ରେ

ଚୌଧୁରି ଜୟପ୍ରକାଶ ଦାସ ,ରବି ମିଶ୍ର , ଜୀବନ ପଣ୍ଡା ବି ଦେଖିବାକୁ ମିଳିବେ, ସଂଗୀତ ଦେଇଛନ୍ତି ଗୁଡଲି ରଥ ,ହ୍ୟୁମାନ୍ ସାଗର,କ୍ରିସ୍ନା ବେହୁରା ,ଲିପ୍ସା ନିଜର କଣ୍ଠ ଦେଇଛନ୍ତି, ଓଡିଶା ୱାନ୍ ତରଫରୁ ଟିମ୍ ମୋନାଲିସା କୁ ଅନେକ ଶୁଭେଛ୍ଛା ॥

Zee sarthak presents.
Producer..Ajay rout
Director ..Ashok pati
Music .. Goodlly ratha
Lyric..Surya
Singer..Human Sagar,lipsa mohapatra,Krishna beura
Editor..Ranjan khatei
Dop..Rabindra Behera

Report Made by – Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here