ନୂଆଧାରା ର ଓଡିଆ ସିନେମା “ଚରିତ୍ର”

ଏ ଭିତରେ ରଲିଜ୍ ହୋଇ ଯାଇଛି ମଞରି ଟିଭି ରେ ଓଡିଆ ସିନେମା ଚରିତ୍ର ର ଟ୍ରେଲର n poster

ନିର୍ଦେଷକ ପିନାକି ଏବଂ ଶିଶିର୍ ଖୁବ୍ ସୁନ୍ଦର ଭାବେ ସଜେଇଛନ୍ତି ଚରିତ୍ର ସବୁ ଏ ସିନେମାରେ,

ଦମଦାର୍ ସ୍ଟାର୍ କାସ୍ଟଂ କୁ ନେଇ ବନିଛି ଚରିତ୍ର, ଫିଲ୍ମ ଟିରେ ଗାର୍ଗି ମହାନ୍ତି,ପାର୍ଥ ସାରଥୀ, ଅନନ୍ୟା ,ହର ରଥ , ଦୀପନ୍ୱିତ୍ ଭଳି ପ୍ରଭାବଶାଳୀ ଅଭିନେତା ଅଭିନେତ୍ରୀ

ଅଭିନୟ କରିଛନ୍ତି, ୨୫ ତାରିଖ ସନ୍ଧ୍ୟା ୬ ଟା ରେ ଆସୁଛି ଚରିତ୍ର କେବଳ ମଞରି ରେ ଦେଖନ୍ତୁ ଏବଂ ଭଲ ସିନେମା ଉତ୍ସାହିତ କରନ୍ତୁ॥

Report by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here