ଖବର ସଂକ୍ଷେପ ରେ…… ତାରିଖ ୨୨/୦୪/୨୧, ଗୁରୁବାର (NEWS IN BULLETS)

୧-ଏ ବର୍ଷ ଆଉ ହେବନି ମାଟ୍ରିକ ପରୀକ୍ଷା।ଛାତ୍ରଛାତ୍ରୀଙ୍କ ଦାବି ମାନିଲେ ସରକାର।ସିବିଏସ୍ଇ ଓ ଆଇସିଏସ୍ଇ ଭଳି ବିକଳ୍ପ ବ୍ୟବସ୍ଥା ଜରିଆରେ ପରୀକ୍ଷାର୍ଥୀଙ୍କୁ ମିଳିବ ମାର୍କ।

୨-ଏମ୍ସର କିଛି ଷ୍ଟାଫ୍ ଓ ରୋଗୀ କରୋନା ସଂକ୍ରମିତ ।୨୫ ତାରିଖରୁ ଏମ୍ସ ଓପିଡି ହେବ ବନ୍ଦ, ସୂଚନା ଦେଲେ ଅଧୀକ୍ଷକ।

୩-୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି, ବଜ୍ରପାତ ଓ କୁଆପଥର ବର୍ଷା ସମ୍ଭାବନା

୪-ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କୁ ଅପହରଣ କଲେ ମାଓବାଦୀ।

୫-ଅଧିକ ପ୍ରବାସୀ ଆସିଲେ ପଞ୍ଚାୟତରେ ହେବ କ୍ୱାରେଣ୍ଟାଇନ୍‌ ସେଣ୍ଟର: ମନ୍ତ୍ରୀ ସୁଶାନ୍ତ ସିଂ।

୬-କୋଭିଡ଼ ଡବଲ ଡୋଜ୍ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

୭-ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମାହୁତି ଘଟଣା: ଶବ ରଖି ବିକ୍ଷୋଭ, କୁଳପତିଙ୍କ ନାମରେ ମାମଲା।

୮-ଟିକାକରଣ ଅଭିଯାନ : ୧୩ କୋଟିରୁ ଅଧିକ ଡୋଜ୍ ଟିକାଦାନ କରି ଭାରତର ଆଉ ଏକ ସଫଳତା।

୯-ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ କ୍ଷେତ୍ର ପାଇଁ ୬୦୦ ଟଙ୍କା ।

୧୦-IPL: ସଂଘର୍ଷ କରି ହାରିଲା କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇର କ୍ରମାଗତ ତୃତୀୟ ବିଜୟ।

୧୧-ଶନିବାରଠାରୁ ଭାରତ ଓ ବ୍ରିଟେନ୍‍ ମଧ୍ୟରେ ଏୟାର ଇଣ୍ଡିଆ ବିମାନ ଚଳାଚଳ ବାତିଲ।

? ଆଜି ବାସନ୍ତିକ ଦଶହରା,ସୁଦଶା ବ୍ରତ ବସୁନ୍ଧରା ଦିବସ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here