୨୧ ତମ ସର୍ବଭାରତୀୟ ନାଟକ ଏବଂ ନୃତ୍ୟ ପ୍ରତିଯୋଗିତା ଝାରଖଣ୍ଡ ,ଗିରୀଡିହି ଠାରେ ତା ୩ ରିଖ ଠାରୁ ୫ ଅପ୍ରେଲ ପ୍ରଜ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି !

ଏଥିରେ ରାଉରକେଲା ର ଅଗ୍ରଣୀ ନାଟକ ଓ ନୃତ୍ୟ ଅନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ଏହି ପ୍ରତିଯୋଗିତା ହିନ୍ଦୀ ନାଟକ ” ଖୋଜ ” ରେ ଯଥାକ୍ରମେ ଶ୍ରେଷ୍ଠ ହିନ୍ଦୀ ଇତିହାସ ନାଟକ , ପ୍ରବୀର କୁମାର ଜେନା ଙ୍କୁ  ଜୁରୀ ନିର୍ଦ୍ଧେଶକ , ସହ ଚରିତ୍ର ଅଭିନେତା ଭାବେ ନିହାରରଞ୍ଜନ ମିଶ୍ର ,ଦୁତୀୟ ଜୁରୀ ଅଭିନେତ୍ରୀ ରାନୁ ମହାପାତ୍ର , ରୂପ -ସଜ୍ଜା ତୃତୀୟ ଭାବେ ଇନ୍ଦ୍ରବାଲୀ ମିଷ୍ଟ୍ରି  ଏବଂ ଆଧୁନିକ ନୃତ୍ୟ ବରିଷ୍ଠ ବିଭାଗରେ ସଚିନ ନାରାୟଣ ମହାନ୍ତି ସାନ୍ତ୍ଵାନା ଅଭିନେତା ଭାବେ ମନୋଜ କୁମାର ନାୟକ ଏବଂ ପ୍ରବୀର କୁମାର ଜେନା ଙ୍କୁ କଳା ସଙ୍ଗମ ନାଟ୍ୟ ସଂମାନ ରେ ଅଳଙ୍କୃତ କରାଯାଇଥିଲା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here