ବିଜେଡ଼ି ଦଳ ର ରାଜ୍ୟ ଯୁବଉପସଭାପତି ସୁଭାସିସ ଖୁଣ୍ଟିଆ ଙ୍କ ନିର୍ବାଚନ ପ୍ରଚାର।

ପୁରୀ-ପିପିଲି ଉପ ବିଧାନସଭା ନିର୍ବାଚନ ଯେତେ ନିକଟତର ହେଉଅଛି ବିଜେଡି, କଂଗ୍ରେସ, ବିଜେପି ଦଳ ର ନେତା ଓ ନେତ୍ରୀ ମାନେ ନିଜ ନିଜ ସପକ୍ଷ ଦଳ ର ପ୍ରାର୍ଥୀ କିପରି ଜିତିବ ସେଥିପ୍ରତି ଗାଁ କୁ ଗାଁ ବୁଲି ଭୋଟର ଙ୍କୁ ଆପଣେଇବା ଦେଖିବାକୁ ମିଳୁଛି।ସେହିପରି ବିଜେଡି ଦଳର ରାଜ୍ୟ ଯୁବ ଉପସଭାପତି ଶ୍ରୀଯୁକ୍ତ ଖୁଣ୍ଟିଆ ଲକି ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତ ସହ NAC ଅଞ୍ଚଳରେ ବୁଲି ବିଜେଡ଼ି ଦଳର ପ୍ରାର୍ଥୀ କିପରି ବିଜୟ ହାସଲ କରିବ ପ୍ରୟାସ ଜାରି ରଖିଛନ୍ତି।ନିର୍ବାଚନ ପ୍ରଚାର ରେ ଛାତ୍ର ଓ ଯୁବ ନେତା ମାନଙ୍କୁ ସାଥୀରେ ରଖି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ର ସ୍ୱଚ୍ଛ ଶାସନ ଓ ଅଞ୍ଚଳର ବିକାଶ ଦିଗରେ ଗୁରତ୍ୱ ଦେଉଥିବା ଜଣାପଡୁଅଛି।ପ୍ରମସରା ଗ୍ରାମପଂଚାୟତରେ ଏକ ବୈଠକ କରି ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ରମହାରଥୀ କୁ ଜିତାଇ ବିକାଶ କ୍ଷେତ୍ରରେ ଆଗେଇବାକୁ ଅନୁରୋଧ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here