କେନ୍ଦ୍ରାପଡାର ପୋଲିସ କନେଷ୍ଟବଳ ଅଭିଜିତ୍ ଦାଶଙ୍କୁ ଡିଜିପି ଡିସ୍ ପୁରଷ୍କାର ପ୍ରଦାନ ।

କେନ୍ଦ୍ରାପଡାର ପୋଲିସ କନେଷ୍ଟବଳ ଶ୍ରୀଯୁକ୍ତ ଅଭିଜିତ ଦାସଙ୍କୁ ତାଙ୍କର ଜିଲ୍ଲାରେ ଉଲ୍ଲେଖନୀୟ ସେବା ଓ କାର୍ଯ୍ୟ ଦକ୍ଷତା ପାଇଁ ପୋଲିସ ମହାନିର୍ଦ୍ଦେଶକ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିପି ଡିସ୍ ପୁରଷ୍କାର ପ୍ରଦାନ କରିଥିବା ଜଣାପଡିଛି । ଅଭିଜିତ ଦାଶ ହେଉଛନ୍ତି ପୋଲିସ ସେବା ବା କାର୍ଯ୍ୟ କ୍ଷେତ୍ରରେ ଜଣେ କର୍ମଠ ଓ ଦକ୍ଷ କର୍ମଚାରୀ । ସେ ଆଗରୁ ମଧ୍ୟ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ସମୟରେ ବହୁ ଜାଗରୁ ପୁରଷ୍କୃତ ହୋଇଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here