‘ମୋ ସ୍କୁଲ ଅଭିଯାନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ବଡଝାଡସ୍ଥିତ କମଳେଶ୍ୱର ସରକାରୀ ନୋଡାଲ ବିଦ୍ୟାପିଠ ଯୋଡ଼ି ହୋଇଛି ଆଜି କମଳେଶ୍ୱର ସରକାରୀ ନୋଡାଲ ବିଦ୍ୟାପିଠ ପରିଚାଳନା କମିଟି ସହ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସ୍କୁଲ ଗସ୍ତରେ ଆସି ‘ମୋ ସ୍କୁଲ’ ପ୍ରକଳ୍ପ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଲକ୍ଷ୍ମୀଧର ସାହୁ, ହେମନ୍ତ କୁମାର ଜେନା, ବିଜୟ କୁମାର ତରେଇ, ସତ୍ୟବାନ୍ ତରେଇ, ରମେଶ ମହାପାତ୍ର, ବ୍ରଜକିଶୋର ଜେନା ଓ କମଳେଶ୍ୱର ବିଦ୍ୟପିଠ ପ୍ରଧାନ ଶିକ୍ଷକ କାଶିନାଥ ଜେନା ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here