କେନ୍ଦ୍ରାପଡା ନସିଡିପୁର ଫକିରାବାଦ ପୋଲ ପାଖରୁ ନାଗସାପ ଉଦ୍ଧାର ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ଗ୍ରାମର ଫକୀରାବାଦ ପୋଲ ନିକଟରୁ ଏକ ବିରଳ ଜାତୀୟ ନାଗ ସାପ ଜୈନିକ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଏହି ସାପଟିର ଲମ୍ବ ପାଖାପାଖି ୫ରୁ୬ ଫୁଟ ହେବବୋଲି ଜଣାପଡିଛି ।  ଉକ୍ତ ସାପଟିକୁ ଏକ ମାଟି ପାତ୍ରରେ ପୁରାଇ ସୁରକ୍ଷୀତ ଅବସ୍ଥାରେ ରଖାଯାଇଥିବା ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।   

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here