ପିପଲୁ ଫର ସ୍ମାଇଲ ତରଫରୁ ବିଶ୍ଵ ସାମାଜ ସେବା ଦିବସ ରେ ସମ୍ବର୍ଦ୍ଧନା :

କାମାକ୍ଷାନଗର ବ୍ଲକ ବଲିଗୋରଡ ଗ୍ରାମର ସମାଜ ସେବୀ ତଥା ନାରୀ ନେତ୍ରୀ ଉର୍ବଶୀ ଜିଏକି କାମାକ୍ଷାନଗର ତଥା ସମଗ୍ର ମଦ ବିରୋଧୀ ଆନ୍ଦୋଳନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ନାରୀ ସଶକ୍ତିକରଣ, ନାରୀ ନିର୍ଯାତନା ଆଦି ଖେତ୍ରରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି | ନିଜ ଅଞ୍ଚଳରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା କିମ୍ବା କୌଣସି ମେଡିକାଲ କେଶ୍ ହେଲେ ଖୋଜ ପଡେ ଉର୍ବଶୀ ଅପା ଙ୍କୁ | ଏମିତି ଜଣେ ପ୍ରତିଭା ର ଅଧିକାରୀଣି ଙ୍କୁ ଆଜି  ବିଶ୍ବ ସମାଜ ସେବା ଦିବସରେ କାମାକ୍ଷାନଗର ର ଅଗ୍ରଣୀ ସମାଜସେବୀ ସଙ୍ଗଠନ ପିପୁଲ ଫର ସ୍ମାଇଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | ପିପୁଲ ଫର ସ୍ମାଇଲ ତରଫରୁ ଦେବୀଦତ୍ତ ମହାପାତ୍ର, ପ୍ରୀତିରଞ୍ଜନ ବାରୀକ, ପ୍ରୀୟାଂଶୁ  ଦାସ, ହ୍ରୁଶିକେସ ସାହୁ, ନିହାର ରଞ୍ଜନ ରାଉତ ଆଦି ଉପସ୍ଥିତ ଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here