ଜଗତସିଂହପୁର ଏସ.ବି.ଆଇ ବ୍ୟାଙ୍କ ସମୁଖରେ ବିଖୋଭ ଓ ଧର୍ମଘଟ।

 ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ନେଇ ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମା ର ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଘରୋଇକରଣ ବିରୋଧରେ ଧର୍ମଘଟ ସହ ବିଖୋଭ ପଦର୍ଶନ କରିଥିଲେ।ଏହି ବିଖୋଭ କାର୍ଯ୍ୟକ୍ରମ ରେ ବିଶ୍ୱଚେତନ ମହାନ୍ତି, ବିଶ୍ୱରଂଜନ ଲେଙ୍କା, ସୁରେଶ କୁମାର ମୁଦୁଲି, ରାଧାରଂଜନ ସେଠୀ, କିସିଲ ପାଲ,ସୁଧୀର କୁମାର ମଲ୍ଲିକ, ସଞ୍ଜୟ କୁମାର ଗୋଛାୟତ,ଦିଗମ୍ବର ସ୍ବାଇଁ, ସରୋଜ କୁମାର ଷଡ଼ଙ୍ଗୀ, କିଶୋର ଦାଶ, ଶଙ୍କର ସେଠୀ, ସଂଜୟ ସେଠି ଯୋଗଦେଇ କହିଥିଲେ କେନ୍ଦ୍ରସରକାର ଯଦି ଅବିଳମ୍ବେ ବ୍ୟାଙ୍କର ଘରୋଇକରଣ ପ୍ରତ୍ୟାହୃତ ନକରନ୍ତି ତେବେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ।ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାରୁ ଗ୍ରାହକ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1Tv  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here