ଦେବୀ ନଦୀରେ ଚେକ ଡ୍ୟାମ ନିର୍ମାଣ ନିମନ୍ତେ ଦାବିପତ୍ର ପ୍ରଦାନ।

 ଜଗତସିଂହପୁର  ଜିଲ୍ଲା ଉପକୂଳ ଓଡ଼ିଶା ବିକାଶ ପରିଷଦ ତରଫରୁ ଦେବୀ ନଦୀରେ ଚେକ ଡ୍ୟାମ ନିର୍ମାଣ ନିମନ୍ତେ ଜିଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି।ଏହି ଦାବିପତ୍ର ରେ ଉଲେଖ କରିଛନ୍ତି କି ଜଗତସିଂହପୁର ଜିଲ୍ଲାର ଦେବୀ ଦୋଳ,ପାଟେଣିଗାଁ ଠାରେ ଦେବୀନଦୀରେ ଚେକ ଡ୍ୟାମ ନିର୍ମାଣ ଓ ଦେବୀ ନଦୀର ଶାଖା ସିଠାଳ ନଦୀର କରଂଜ ପଳସା ଏବଂ କନ୍ଦଳ ନଦୀର ବିଳାଶୁଣି ନଦୀରେ ଚେକ ଡ୍ୟାମ ନିର୍ମାଣ ପାଈଁ ଦାବି କରିଛନ୍ତି।ଉପକୂଳ ବିକାଶ ପରିଷଦର ଆବାହକ ସରୋଜ ନାୟକ କହିଛନ୍ତି ଦେବୀ ନଦୀରେ ଚେକ ଡ୍ୟାମ ହେଲେ ବହୁ ଚାଷୀ ଉପକୃତ ହେବା ସହିତ ବିଭିନ୍ନ ଜ୍ଞାନକୌଶଳ ରେ ସରକ୍ଷଣ ଜଳ ସୁବିନିଯୋଗ ହୋଇପାରିବ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଅରୁଣ କୁମାର ଆଚାର୍ଯ୍ୟ, ଆଶୁତୋଷ ବେହେରା,ନୃସିଂହ ବାରିକ,ବେଣୁଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ସହ ନଳିନୀ କାନ୍ତ ମଲିକ ରିପୋର୍ଟ ଓଡିଶା 1Tv  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here