ମୋ ସରକାର କୁଂ ମହିଳା ମହାସଘଂ ର ପ୍ରଶଂସା:

: ବିଭିନ୍ନ ଜିଲ୍ଲା ରେ ଉର୍ନତୀ ମୂଳକ ଜନହିତକର କାର୍ଯ୍ୟ କରି ରାଜ୍ୟରେ ଚର୍ଚାରେ ଥିବା ଶ୍ରୀ ରାମ ଫାଉଣ୍ଡେଶନ ଓଡିଶା ର ସଦସ୍ଯ ମହିଳା ମିଶନ ଶକ୍ତି ମହାସଂଘ ର ସଦସ୍ୟ ମାନେ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ୫ ଟି ସଚିଵ ମୋ ସରକାର ,ମହିଳା ଶିଶୁ ବିକାଶ ସଚିବ ସୂଜାତା ପାନ୍ଢିଆନ, ଓ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କୁଂ ମହିଳା ଦିବସରେ ଖଣ୍ତପଡା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ସଂଘ ତରଫରୁ ବ୍ଲକ ପ୍ରଶାସନ ଓ ପ୍ରଶାସକ କଂ ମାଧ୍ୟମରେ ମହିଳା ସଂଘ ସଭାପତି ନିରୁପମା ପ୍ରଧାନ ଓ ଫାଉନ୍ଡେସନ କାର୍ୟ ସ୍ଥାନୀୟ ସଭାପତି ଗ୍ୟାନ ରଞନ ଶଢଗୀଂ ,ପରାମର୍ଶ ଦାତା ସମାଜ ସେବୀ ଶଂଗ୍ରାମ କେଶରୀ ପଟନାୟକ ,ଉପ ସଭାପତି ରମେଶ ଚନ୍ଦ ବରାଡ ଶୁଭେଛ୍ଛା ,ଶୁଭକାମନା ସହ ଧନ୍ଯବାଦ ଜଣାଇ ଛନ୍ତି, ଖେଳ ଠାରୁ ଆରମ୍ଭ କରି ଆଜି ପର୍ଯନ୍ତ କରାଜାଇଥିବା ସମାଜ କଲ୍ୟାଣ ଓ ଜନହିତ କର  କାର୍ଯ ରାଜ୍ୟ ର ବରିଷ୍ଠ ଅଧିକାରୀ ମାନକଂ ସହଯୋଗ ରେ ସାରା ରାଜ୍ୟ ପାଇଁ ମାନ୍ଯବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ମୋ ସରକାର କାର୍ଯକାରି କରିଥିବା କଥା ଫାଉନ୍ଡେସନ ର ରାଜ୍ୟ ସଦସ୍ଯ ଦେବୀପ୍ରସାଦ ମିଶ୍ର ଓ ବ୍ଲକ ରେ କାର୍ଯ ପ୍ରାରମ୍ଭରୁ ସହଯୋଗି ବିଜୟ କୁମାର ସାମନ୍ତରାୟ   କହିଛନ୍ତି,

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here