ତାରିଖ ୧୨-୩-୨୦୨୧ ମଧ୍ୟାହ୍ନ ୧ଟା.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ରାମଲେଙ୍କା ଗ୍ରାମପଞ୍ଚାୟତ ସାନସାହି ୧ମ ବାର୍ଷିକ ବଜରଙ୍ଗି ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ରାମଲେଙ୍କା ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ବେହେରା, ସମିତି ସଭ୍ୟ ପ୍ରତିନିଧି ଶ୍ୟାମସୁନ୍ଦର ସେଠି, ଗୋମଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ବିଜୟ କୁମାର ତରେଇ ଓ ରାମଲେଙ୍କା ପଞ୍ଚାୟତ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଅଞ୍ଚଳ ବିଶ୍ୱାଳ ଓ ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here