ଆଇଏଚ ଆରଡ଼ି ଭୁବନେଶ୍ୱର ପକ୍ଷରୁ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଅନୁଷ୍ଠିତ ।

ଭୁବନେଶ୍ୱର ରେ ଥିବା ଭାରତୀୟ ମାନବିକ ଅଧିକାର ପ୍ରତିରକ୍ଷା ବିଭାଗ (ତଥା ଆଇଏଚଆରଡ଼ି ପକ୍ଷରୁ ଏକ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଚତୁରପାର୍ଶ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମ ରେ ବିଭିନ୍ନ ଜିଲ୍ଲା ରୁ ଯୋଗ ଦେଇଥିଲେ ଆଇଏଚ ଆରଡି ର ସଭ୍ୟମାନେ ଯୋଗଦେଇ କ୍ଷୀରଚୋରା ଗୋପୀନାଥ ମନ୍ଦିରର ଛତୁରୁପାର୍ଶ୍ୱରେ ସଫେଇ କରିବା ସହିତ ସ୍ୱଚ୍ଛତା ନିମନ୍ତେ ସଚେତନତା ବାର୍ତା ଜନସଧାରଣ ଙ୍କୁ ଦେଇଥିଲେ।ଏପରିକି ଆନ୍ତର୍ଜାତିକ ମହିଳା ଦିବସ ର ବାର୍ତା ମଧ୍ୟ ପ୍ରଦାନ କରିଥିଲେ।ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥିଲା।ଆଗାମୀ ଦିନରେ ଆଇଏଚ ଆରଡି ପକ୍ଷରୁ ଜନ ସଚେତନତା ଭଳି ବିଭିନ୍ନ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here